2001ଦଶମ ଶ୍ରେଣୀ ବ୍ୟାଚର ବନ୍ଧୁମିଳନ ,ପିଲା ଦିନର ସ୍ମୁତି ସାଉଁ ଟିଲେ ..

ଗୁଣୁପୁର- (ସୁରେନ୍ଦ୍ର ମହାନ୍ତି )ରାୟଗଡା ଜିଲ୍ଲା ଗୁଣପୁର ସାନ ନଦୀ ଠାରେ 2001ଦଶମ ଶ୍ରେଣୀ ବ୍ୟାଚର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ବର୍ଷ ପରେ ଦଶମ ଶ୍ରେଣୀର ଛାତ୍ର ଏକାଠି ହୋଇ ପିଲା ଦିନର ସ୍ମୁତି ସାଉଁଟି ଥିଲେ ।ସେହିପରି ବୃକ୍ଷରୋପଣ, ରକ୍ତଦାନ ଶିବିର ଭଳି କାର୍ଯ୍ୟକ୍ରମ କରିବା ପାଇଁ ନିଷ୍ପତ୍ତି କରାଯାଇଛି । ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ନୀଳମାଧଵ ଦାଶ (ଚିଣ୍ଟୁ), ଚିନ୍ମୟ ପାଣିଗ୍ରାହୀ,ଦେବିଦତ୍ତ ମିଶ୍ର, ପ୍ରଦୀପ ଯୋଗୀ, କୌଳାସ ଗଉଡ଼, ପି ହେମକୁମାର, କେ କ୍ରାନ୍ତି, ଲାଡି ରାଜେଶ,ବିଷ୍ଣୁ ଗୁରୁ, ସାନ ପଣ୍ଡା ,ସୁନୀଲ କୁମାର, , ସନ୍ତୋଷ ସାଉକାର,ରବି ଗୌଡ଼,ରଶ୍ମି ଚୌଧରି,ରାମ ନାୟକ ,ଡମ୍ବୁର ଶବର,ଭି ଗୌରୀ ଶଙ୍କର, କେ ସନ୍ତୋଷ କୁମାର,ଏ ସନ୍ତୋଷ କୁମାର,ଜନାର୍ଧ୍ୱନ ସେନାପତି,ରଞ୍ଜନ ବାଙ୍ଗାରି,ସୁରଜ ପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ବନ୍ଧୁମିଳନ କାର୍ଯ୍ୟକ୍ରମକୁ ବାଳକୃଷ୍ଣ ଶବର, ରଘୁ ଶବର,କେ ବିଜୟ କୁମାର,ବି ସତୀଶ କୁମାର,ରାଜୁ ବିରଦଳେଇ,ବି ରବି କୁମାର ପ୍ରମୁଖ ପରିଚାଳନା କରିଥିଲେ ।