March 10, 2026

ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଠାରେ “ମହେନ୍ଦ୍ରତନୟା ମହୋତ୍ସବ ୨୦୨୩” ଅନୁଷ୍ଠିତ

WhatsApp Image 2023-01-12 at 17.38.54
Share

ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଠାରେ “ମହେନ୍ଦ୍ରତନୟା ମହୋତ୍ସବ ୨୦୨୩” ଅନୁଷ୍ଠିତ ହୋଇଯାଇଛି।ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗ ଦେଇ ମହୋତ୍ସବ କୁ ଉଦଘାଟନ କରିଛନ୍ତି।ମାନ୍ୟବର ବ୍ରହ୍ମପୁର ସାଂସଦ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ସାହୁ ଓ ଗଜପତି ଜିଲ୍ଲାପାଳ, ଉପଜିଲ୍ଲାପାଳ ଯୋଗ ଦେଇଛନ୍ତି। ଗୋଷାଣୀ ବ୍ଲକ୍ ଅଧ୍ୟକ୍ଷ, ଉପାଧ୍ୟକ୍ଷା ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ତା – ୧୨/୦୧/୨୦୨୩