କଲେଜ ଅଫ ଫାର୍ମାସ୍ୟୁଟିକାଲ ସାଇନସେସ ଠାରେ ଦୁଇ ଦିନିଆ ଜାତୀୟ ଆଲୋଚନା ଚକ୍ର ଉତ୍ଥାପିତ
ପୁରୀ ତା.୧୦.୧୨.୨୦୨୫- ପୁରୀ ବେଳାଭୂମି ମାର୍ଗ ବାଲିଗୁଆଳି ସ୍ଥିତ କଲେଜ ଅଫ ଫାର୍ମାସ୍ଟାଟିକାଲ ସାଇନସେସ, ପୁରା ଦ୍ଵାରା ଅନୁଷ୍ଠିତ ହୋଇଥିବା ଦୂଇ ଦିନିଆ ଜାତୀୟ ଆଲୋଚନାଚକୁ ଆଜି ତା.୦୯.୧୨.୨୦୨୫ ରିଖରୁ ଆରମ୍ଭ ହୋଇ ତା.୧୦.୧୨.୨୦୨୫ ରିଖରେ ପୂରୀ ସ୍ଥିତ ପୌରସଦନ ଠାରେ ଉତ୍ତାପିତ ହୋଇଯାଇଛି । ଉକ୍ତ ଉତ୍ଥାପନ ଦିବସରେ ଆଲୋଚନାଳକୁର ବୈଜ୍ଞାନିକ ଅଧୂବେଶନରେ ଆଲୋଚନାଚକୁର ବିଷୟବସ୍ତୁ “ଔଷଧ ଉଦ୍ଭାବନରେ କୃତ୍ରିମ ବୃଦ୍ଧିମତା (AI): ଔଷଧ ଆବିଷ୍କାର ଏବଂ ବିକାଶରେ ଏକ ନୂତନ ଉଦାହରଣ ବିଷୟବସ୍ତୁ ଉପରେ ସି.ଭି.ରମଣ ଗ୍ଲୋବାଲ ବିଶ୍ଵବିଦ୍ୟାଳୟ, ଭୂବନେଶ୍ଵର ର ଗବେଷଣା ପରାମର୍ଶଦାତା ପ୍ରଫେସନ (ଡଃ.) ଗଣପତି ପଣ୍ଡା ବିଭିନ୍ନ ଫଟୋ ଏବଂ ଭିଡିଓ ମାଧ୍ୟମରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ ଏବଂ ଏଥିସହିତ ଏକ ଉଜ୍ଜପନୀ ସଭାର ଆୟୋଜନ କରାଯାଇଥିଲା ଯେଉଁଥିରେ ମୂଖ୍ୟ ଅତିଥି ଭାବେ ପୂର୍ବତନ ଔଷଧ ନିୟନ୍ତ୍ରକ ଡଃ. ନୀଳମାଧବ ଦାସ, ଅନୁଷ୍ଠାନର ଚେୟାରପରସନ ଶ୍ରୀମତା ଅନିମା ଦାସ, ଅଧ୍ୟକ୍ଷ ପ୍ରଫେସର (ଡଃ.) ଅମିୟକାନ୍ତ ମିଶ୍ର, ନିର୍ଦ୍ଦେଶକ ଡଃ. ଗଣେଷ କୁମାର ଦାଶ, ଓ.ୟୁ.ଏଚ୍. ଏସ୍ ର ଡିନ୍ ପ୍ରଫେସର (,) ସନ୍ତୋଷ କୁମାର ମହାପାତ୍ର ଏବଂ ଉପାଧ୍ୟକ୍ଷ ସଂଞ୍ଜୟ କୁମାର ନାୟକ ପ୍ରମୁଖ ଉପସ୍ଥିତଥିଲେ ଏଥିସହିତ ସମସ୍ତ ମଂଳାସିନ ଅତିଥ ମାନଙ୍କଦ୍ୱାରା ଅନୁଷ୍ଠାନର ତ୍ରୟମାସିକ ଖବର ପତ୍ରିକା “ନିଯୁଜ ଲେଟର” ର ଉନ୍ମୋଚନ କରାଯାଇଥିଲା ଏବଂ ଶେଷରେ ୨୦୨୫ ବର୍ଷରେ ସ୍ନାତକୋତର ଫାର୍ମାସୀ (ବି.ଫାର୍ମା) ରେ ନାମ ଲେଖାଇଥିବା ନୂତନ ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ପୂର୍ବବର୍ଷ ଛାତ୍ରଛାତ୍ରୀ ମାନଙ୍କଦ୍ଵାରା ସ୍ଵାଗତ ସମାରୋହ ଆୟୋଜନ କରାଯିବା ସହିତ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।
ଏହି ସମସ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନକ ଅଧ୍ୟାପିକା ଡଃ. ସୁନୀତା ମିଶ୍ର, ଅଧ୍ୟାପକ ସିଦ୍ଧେଶ୍ଵର ପ୍ରସାଦ ପାଟ୍ଟଯୋଶୀ ପରିଚାଳନା କରିଥିବାବେଳେ ଡଃ, ନିକୁଞ୍ଜ କିଶୋର ମିଶ୍ର ବୈଜ୍ଞାନିକ ଅଧିବେଶନକୁ ପରିଚାଳନା କରିଥିଲେ ଏବଂ ଅନୁଷ୍ଠାନର ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କ ମଧ୍ୟରେ, ଅସିତ କୁମାର ଷଡଙ୍ଗୀ, ସଂଧ୍ୟାରାଣୀ ପାଟ୍ଟଯୋଶୀ, ବିଦସ୍ତିତା ପ୍ରଧାନ, ନିଗିପ୍ରଜ୍ଞା ବାସ, ସଂଧ୍ୟାରାଣୀ ପାଟ୍ଟଯୋଶ, ଅନୁପ କୁମାର ପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ପୂର୍ଣ୍ଣ ସହଯୋଗ କରିଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l
