ବାଂଲାଦେଶରେ ସାମ୍ପ୍ରତିକ ରାଜନୈତିକ ପରିସ୍ଥିତିରେ ହିନ୍ଦୁ ଙ୍କ ଉପରେ ଅତ୍ୟାଚାର ବିରୋଧ ରେ ଜିଲ୍ଲାପାଳ ଙ୍କ ଜରିଆରେ ରାଷ୍ଟପତି ଙ୍କୁ ଦାବିପତ୍ର
ରାୟଗଡା 10 12 2024 ସମଗ୍ର ହିନ୍ଦୁ ସନାତନ ସମାଜ ରାୟଗଡା ଏହି ଜ୍ଞାପନ ମାଧ୍ୟମରେ ଅବଗତ କଲେ ଯେ ଆମ ପୋଡ଼ସୀ ବାଂଲାଦେଶ ରେ ସତ୍ତା ପରିବର୍ତନ ଆଳ ରେ ସେଠାର ଅଳ୍ପ ସଂଖ୍ୟକ ହିନ୍ଦୁ ସମାଜ ଉପରେ ନାନାଦି ଅକଥନୀୟ ନିର୍ଯ୍ୟାତନା ପ୍ରତାରଣା ଓ ଉତ୍ପୀଡ଼ନ କରାଯାଉଛି ବିଶେଷ ଭାବରେ ମହିଳାଙ୍କ ଉପରେ ଅମାନବୀୟ ଅତ୍ୟାଚାର ଓ ଗଣ ଦୁଷ୍କର୍ମ ର ଖବର ବାରମ୍ବାର ଆସୁଅଛି ହିନ୍ଦୁ ମନ୍ଦିର ଭାଙ୍ଗିବା ଓ ଲୁଟ କରିବା ସହ ହିନ୍ଦୁଙ୍କ ବ୍ୟବସାୟ ବନ୍ଦ କରାଯାଉଛି ସରକାରୀ ଚାକିରୀ ପଦ ପଦବୀରୁ ଛାଡିବାକୁ ବାଧ୍ୟ୍ୟ କରାଯାଉଛି ଓ ତାଙ୍କ ସମ୍ପତି ଉପରେ କବଜା କରାଯାଉଛି ଭାରତୀୟ ନିବେଷକ ଉଦ୍ୟଗକାରୀ ମାନଙ୍କୁ ବାଧ୍ୟହୋଇ ବାଂଲାଦେଶରୁ ପ୍ରତ୍ୟାବର୍ତ୍ତନ କରିବାକୁ ପଡୁଛି ଏପରି ଭୀଷଣ ପରିସ୍ଥିତିରେ ନିଜର ଆତ୍ମରକ୍ଷା ପାଇଁ ସେଠାକାର ଅଳ୍ପ ସଂଖ୍ୟକ ହିନ୍ଦୁ ସମାଜ ନିଜକୁ ଏକ ତ୍ରିତ କରିବାର ପ୍ରୟାସ କରି ଗଣତାଂରିକ ଓ ସମ୍ବିଧାନକ ବ୍ୟବସ୍ତା ରେ ନିଜର ପ୍ରତିବାଦ ଜଣାଇଛି ପ୍ରତିବାଦ ଦାବି କରୁଛି ଏପରି ସ୍ଥିତିରେ ବାଂଲାଦେଶ ସରକାର ହିନ୍ଦୁ ସମାଜ କୁ ସୁରକ୍ଷା ଦେବା ବଦଳ ରେ ତାଙ୍କ ଉତ୍ପୀଡ଼ନ ପ୍ରତାରଣା ଓ ଅତ୍ୟାଚାର ର ପ୍ରତିବାଦ ରେ ଆଜି ରାୟଗଡା ଜିଲ୍ଲା ହିନ୍ଦୁ ସମାଜ ତରଫରୁ ଜିଲ୍ଲା ସଂଯୋଜକ ସୁଧୀର ମିଶ୍ର . ପ୍ରଭାକର ଦୋରା .ପଦ୍ମ ନାଭ ଦାସ ପରମା ଜୈନ ଶ୍ୟାମ ସୁନ୍ଦର ଦାସ ଯୋଗେଶ ଦାସ ସୁନୀଲ ସ୍ୱାଇଁ ବସନ୍ତ ଉଲାକା ଅଞ୍ଜଳି ପଣ୍ଡା G ନେହୁରୁ m ରବି U N ମିଶ୍ର Bସୁଧାକର ଦିପୁ କହେଁଇ ଲାଲ ବାପୁ ପଟନାୟକ ପ୍ରମୁଖ ଙ୍କ ନେତୃତ୍ୱ ରେ ପ୍ରାୟ ପାଞ୍ଚ ହଜାରୁ ଅଧିକ ହିନ୍ଦୁ ରାୟଗଡା ରେଳ ଷ୍ଟେସନ ଠାରୁ ଏକ ବିଶାଳ ସଭା ଯାତ୍ରାରେ ବାହାରି ଜିଲ୍ଲାପାଳ ଅଫିସ ପର୍ଯ୍ୟନ୍ତ ଯାଇ ମହାମହିମ ରାଷ୍ଟପତି ଙ୍କ ଉଦେଶ୍ୟ ରେ ଏକ ଦାବିପତ୍ର ଅତିରକ୍ତ ଜିଲ୍ଲାପାଳ ଭାସ୍କର ରାଇତ ଙ୍କୁ ପ୍ରଦାନ କରଯାଇଥିଲା
ରାୟଗଡା ରୁ ରବି ରାଜ ବୈଦ୍ୟ