March 12, 2026

ଯୁବକ ଙ୍କ ଝୁଲନ୍ତା ମୃତ୍ୟୁ ଦେହ ଉଦ୍ଧାର. ମୃତ ର କାରଣ ଅସ୍ପଷ୍ଟ 

hand
Share

 

ନୀଳଗିରି ( ଦେବାଶିଷ ଦାଶ )

ବାଲେଶ୍ବର ଜିଲ୍ଲା ନୀଳଗିରି ଉପଖଣ୍ଡ ମିତ୍ରପୁର ପଞ୍ଚାୟତ ଅଧୀନ କେ ପି ମାହାଲ ମଧୁସୂଦନ ମଲ୍ଲିକ ଙ୍କ‌ ତୃତୀୟ ପୁଅ ( ସୁନିଲ ମଲ୍ଲିକ ) ଲିପୁନ୍ କୈାଣସି କାରଣରୁ ଘର‌ ପଛ ପଟେ ଏକ ଆକାଶୀ ଗଛର ଦଉଡ଼ି ଦେଇ ଆତ୍ମହତ୍ୟା କରିଦେଇଛି,

ଆତ୍ମହତ୍ୟା ର କାରଣ ଜଣା ପଡ଼ି ନ‌ଥିବା ବେଳେ ନୀଳଗିରି ପୋଲିସ ଘଟଣାସ୍ଥଳରେ ପହଂଚି ଶବ କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ନୀଳଗିରି ମେଡିକାଲ କୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି,

ଘଟଣାସ୍ଥଳରେ ମୃତ ଦେହ କୁ

ଦେଖିବା ପାଇଁ ଲୋକା ରଣ୍ୟ ହୋଇପଡିଛି,,