ଆଜିର ଖବର …
୧-କଟକ, ଭୁବନେଶ୍ବରର ଶିକ୍ଷାନୁଷ୍ଠାନରେ ନୂଆ ଓ ଛାତ୍ରବୃତ୍ତି କାର୍ଯ୍ୟକ୍ରମ:୧୩,୪୭୪ ଛାତ୍ରଛାତ୍ରୀଙ୍କୁ ମିଳିଲା ୧୩.୩୮ କୋଟି।
୨-କ୍ୟାବିନେଟ ନିଷ୍ପତିକୁ ଓଷ୍ଟାର ବିରୋଧ:ଆଜି ଏକାଠି ହେବେ ୫୦ ହଜାର ଶିକ୍ଷକ।
୩-ଭୁବନେଶ୍ବର:ମହିଳା କର୍ମଚାରୀମାନଙ୍କ ପାଇଁ ସବୈତନିକ ପ୍ରସୂତିକାଳୀନ ଛୁଟି,ଉପକୃତ ହେବେ ୩୩,୪୨୦ କର୍ମଚାରୀ।
୪-ଚଳିତ ମାସ ୧୪ ତାରିଖରୁ କଟକ ବାଲିଯାତ୍ରା ପଡ଼ିଆରେ ଆରମ୍ଭ ହେବ କଟକ ବୈଶାଖୀ ବାଣିଜ୍ୟ ମେଳା।
୫-ଦୁର୍ଗାପାଙ୍ଗା ସଂରକ୍ଷିତ ଜଙ୍ଗଲ:ମାଓ-ଏସଓଜି ଗୁଳି ବିନିମୟ,ଛତ୍ରଭଙ୍ଗ ଦେଲେ ମାଓବାଦୀ।
୬-ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର କର୍ମଚାରୀମାନଙ୍କ ପାଇଁ ୧୫ ଦିନର ସାମୟିକ ଛୁଟି ଘୋଷଣା।
୭-ପୁଣି ଦିଲ୍ଲୀ ଗଲେ ରାଜ୍ୟ ବିଜେପି ଟିମ୍, ମେଣ୍ଟ ନେଇ ହୋଇପାରେ କି ଆଲୋଚନା।
୮-କଟକ SCB ମେଡିକାଲର ସମୀକ୍ଷା କଲେ 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍।
୯-ବିଶାଖାପାଟଣାରୁ ଭବାନୀପାଟଣା ଆସୁଥିବା ପାସେଞ୍ଜର ଲାଇନଚ୍ୟୁତ।ଲକିଂ ସିଷ୍ଟମରେ ତ୍ରୁଟି ପାଇଁ ଅଘଟଣ।
୧୦-ପିପିଲି:ଫନି ଆକାଉଣ୍ଟରୁ ହଡପ କରିଥିଲେ ୩ କୋଟି ୭୦ ଲକ୍ଷ ଟଙ୍କା, ବନ୍ଧାହେଲେ ମୁଖ୍ୟ ଅଭିଯୁକ୍ତ ସହ ଜଣେ ମହିଳା।
୧୧-ନିର୍ବାଚନ ପାଇଁ ଭଦ୍ରକରେ BSFର ଫ୍ଲାଗମାର୍ଚ୍ଚ, ଶାନ୍ତିଶୃଙ୍ଖଳାରେ ମତଦାନ ଉପରେ ଗୁରୁତ୍ୱ।
୧୨-ରବିବାର ରାତିରେ ଖୋଲିବ ନନ୍ଦନକାନନ, ୨୦ ଜଣଙ୍କୁ ହିଁ ମିଳିବ ଅନୁମତି।
୧୩-ଟିଟଲାଗଡ ଉପକାରାଗାରରୁ ଦୁଇ ବିଚାରାଧିନ କଏଦୀ ଫେରାର।
୧୪-ଭୁବନେଶ୍ୱର:ଓଡ଼ିଶା ପାଇଁ ୩ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ଏଆଇସିସି।
୧୫-ଦିଗପହଣ୍ଡି: ବାଙ୍କେଶ୍ଵରୀ ଘାଟିରେ ପିକଅପ୍ ଓଲଟି ୩୨ ଆହତ।
୧୬-ଯୁବକଙ୍କ ପାଇଁ ସୁନିଶ୍ଚିତ ନିଯୁକ୍ତିର ଗ୍ୟାରେଣ୍ଟି ଦେଲେ ରାହୁଲ ଗାନ୍ଧୀ,ରାହୁଲ ଗାନ୍ଧୀଙ୍କ ବାର୍ତ୍ତା ଘରେ ଘରେ ପହଞ୍ଚାଇବ ଯୁବ କଂଗ୍ରେସ।
୧୭-ମୁମ୍ବାଇ : ନିଟ୍-ୟୁଜି ଆବେଦନ ସଂଖ୍ୟା ୨୫ ଲକ୍ଷ ଟପିଲା ।
୧୮-ଦିଲ୍ଲୀ:୪୦ ଫୁଟ ବୋରୱେଲରେ ଫସିଲେ ବ୍ୟକ୍ତି; ସୁରକ୍ଷିତ ଉଦ୍ଧାର ପାଇଁ ଉଦ୍ୟମ ଜାରି।
୧୯-ୟୁସୁଫ୍ ପଠାନଙ୍କୁ ଟିକେଟ ଦେଲା ଟିଏମସି।ତାଲିକାରେ ସମୁଦାୟ ୪୨ ଜଣ ପ୍ରାର୍ଥୀଙ୍କ ନାଁ ରହିଛି।
୨୦-ନୂଆ ଦିଲ୍ଲୀ:କ୍ରିକେଟର ୩ଟି ଯାକ ଫର୍ମାଟରେ ଭାରତ ୧ ନମ୍ବର।
୨୧-ଇସ୍ରାଏଲ ଉପରେ କିଛି ମିନିଟ୍ ଭିତରେ ୩୭ ରକେଟ୍ ମାଡ କଲା ହିଜବୁଲାହ, କହିଲା-ନେଉଛୁ ପ୍ରତିଶୋଧ।