November 23, 2024
Share

 

ତାରିଖ ୧୧/୦୨/୨୦୨୩ ଶନି ବାର ।

 

ଦୁଇ ଦିନିଆ ଓଡିଶା ଗସ୍ତରେ ଆସି ପହଁଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

 

୨୦୪୭ ସୁଦ୍ଧା ଭାରତକୁ ବୈଭବଶାଳୀ ରାଷ୍ଟ୍ରରୂପେ ଗଢିବା ପାଇଁ ସମସ୍ତଙ୍କର ମିଳିତ ପ୍ରୟାସ ଲୋଡା: ରାଷ୍ଟ୍ରପତି ।

 

ରମାଦେବୀ ବିଶ୍ୱବିଦ୍ୟାଳୟର ଦ୍ଵିତୀୟ ସମାବର୍ତ୍ତନ ଉତ୍ସବ: ପଠପଢ଼ା ସମୟକୁ ମନେପକାଇ ଭାବବିହ୍ୱଳ ହେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

 

ସୁପ୍ରିମକୋର୍ଟଙ୍କୁ ନିବେଶକଙ୍କ ଚିନ୍ତା । ଅଦାନୀ ମାମଲା ପାଇଁ ଗଠନ ହେବ ଯାଞ୍ଚ କମିଟି ।

 

ଦୁର୍ଘଟଣା ପରେ ସୁସ୍ଥ ହେଉଛନ୍ତି ରିଷଭ ପନ୍ତ । ଆଶାବାଡି ଧରି ଚାଲୁଛନ୍ତି ଟିମ୍ ଇଣ୍ଡିଆ କ୍ରିକେଟର ।

 

ସଂସଦରେ ଫଟୋଗ୍ରାଫି କରିବା ମାମଲାରେ କଂଗ୍ରେସ ସାଂସଦ ରଜନୀ ପାଟିଲଙ୍କ ବିରୋଧରେ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ ବାକି ବଜେଟ୍ ଅଧିବେଶନ ପାଇଁ ରଜନୀ ପାଟିଲଙ୍କୁ ନିଲମ୍ବିତ କରିଛନ୍ତି ।

 

ଭାଲେଣ୍ଟାଇନ୍ ଡେ’ରେ ଗାଈକୁ ଆଲିଙ୍ଗନ ନୋଟିସ ପ୍ରତ୍ୟାହାର । ବିବାଦ ପରେ ନିଷ୍ପତି ବଦଳାଇଲା କେନ୍ଦ୍ର ପଶୁ ପାଳନ ବୋର୍ଡ ।

 

ଦୁଇବର୍ଷ ପରେ ସୋସିଆଲ ମିଡିଆକୁ ଫେରିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି, ପୁଣି ସକ୍ରିୟ ହେଲା ଡୋନାଲ୍ଡ ଟ୍ରମ୍ପଙ୍କ ଫେସବୁକ ଓ ଇନଷ୍ଟାଗ୍ରାମ ଆକାଉଁଟ ।

 

ବିଧାନସଭାରେ ହଟହଟା ହେଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ, ବଜେଟ ଉପସ୍ଥାପନ ସମୟରେ ପୁରୁଣା ଭାଷଣ ପଡି ଚର୍ଚ୍ଚାରେ ଅଶୋକ ଗେହଲଟ ।

 

ପୁଣି ୨ଟି ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି ।

 

ଇମ୍ରାନ ଖାନ୍ ଅଧିକ ସମୟ ପ୍ରଧାନମନ୍ତ୍ରୀ ପଦରେ ରହିଥିଲେ ପାକିସ୍ତାନର ସତ୍ତା ରହିନଥାନ୍ତା: ପୂର୍ବତନ ପାକ୍ ସେନା ମୁଖ୍ୟ।

 

ଆଗାମୀ ୨୩ ତାରିଖରେ ପୁନଃବିକଶିତ ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନ ସୁଆଣ୍ଡୋର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

 

ଭାରତରେ ବିବିସି ଉପରେ ଲାଗିବନାହିଁ ବ୍ୟାନ, ହିନ୍ଦୁସେନାର ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ ।

 

କାର୍ଯ୍ୟକ୍ଷମ ହେଲା ଏମ୍‌ସ ବର୍ନ ସେଣ୍ଟର‌: ଏବେ ୧୨ ଶଯ୍ୟା, ୧ ଓଟି ।

 

ଚୀନ୍‌ କମ୍ପାନୀ ବାଇଟ୍ ଡ୍ୟାନ୍ସ ଭାରତରେ ତାଙ୍କ ଆପ୍‌ ଟିକ୍‌ଟକ୍‌ର ସବୁ କର୍ମଚାରୀଙ୍କୁ ଚାକିରିରୁ ବାହାର କରିଦେଇଛି। ୨୮ ଫେବୃଆରୀ କମ୍ପାନୀରେ ସେମାନଙ୍କର ଶେଷ କାର୍ଯ୍ୟଦିବସ ବୋଲି କର୍ମଚାରୀଙ୍କୁ କୁହାଯାଇଛି।

 

ଲୋନ ପାଇଁ IMF ଆଗରେ ମୁଣ୍ଡ ନୁଆଁଇଲା ପାକିସ୍ତାନ, ଲୋକଙ୍କ ଉପରେ ଫୁଟିବ ୧୭୦ ବିଲିୟନର ଟ୍ୟାକ୍ସ ବମ୍ ।

 

କୋଭିଡ୍ ମହାମାରୀ ପରେ ପାଠପଢା ପାଇଁ ବିଦେଶ ଯାଇଛନ୍ତି ରେକର୍ଡ ସଂଖ୍ୟକ ଛାତ୍ର: କେନ୍ଦ୍ର ସରକାର ।

 

୨୦୨୧ ଏସଆଇ ନିଯୁକ୍ତିରେ ହାଇକୋର୍ଟଙ୍କ ରହିତାଦେଶ; ମାର୍ଚ୍ଚ ୯ରେ ମାମଲାର ପରବର୍ତୀ ଶୁଣାଣି ।

 

ସୁପ୍ରଭାତ ,ଶୁଭ ସକାଳ ।