December 12, 2024
Share

 

୧-ଖୁବଶୀଘ୍ର ନିଯୁକ୍ତି ପାଇବେ ୫ ହଜାର ଡାକ୍ତର ଓ ୩ ହଜାର ପାରା ମେଡିକାଲ ଷ୍ଟାଫ୍,ବିଜ୍ଞାପନ ପ୍ରକାଶ କରିବେ ରାଜ୍ୟ ସରକାର।

 

୨-SCBରେ ହେବ ୫ଶହ ଶଯ୍ୟାର ଉତ୍କର୍ଷ ଟ୍ରମାକେନ୍ଦ୍ର, ରାଜ୍ୟରେ ୧୦୭,ରହିବ ଶହେ ଆମ୍ବୁଲାନ୍ସ।

 

୩-ସଂସ୍କାର ବଦଳରେ କୁସଂସ୍କାର, କାରାଗାରରେ ୩ ବର୍ଷରେ ୧୭୮ କଏଦୀ ମୃତ।

 

୪-ଏସସିବିରେ ନର୍ସିଂ ଚାକିରି କରାଇଦେବା ନାଁରେ ୧୦ ଲକ୍ଷ ଲୁଟ୍‌,ନକଲି କନସଲଟାନ୍ସିର ଦୁଇ ଅଭିଯୁକ୍ତ ଗିରଫ।

 

୫-ଜାନୁଆରି ୧୩ରୁ ପ୍ରୟାଗରାଜ ମହାକୁମ୍ଭ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ହେଲା ନିମନ୍ତ୍ରଣ।

 

୬-ରାଜ୍ୟସଭା ଉପନିର୍ଵାଚନ, ସୁଜିତ୍ କୁମାରଙ୍କୁ ପ୍ରାର୍ଥୀ ଘୋଷଣା କଲା ବିଜେପି।

 

୭-ରଣକ୍ଷେତ୍ର ପାଲଟିଲା ସିଟି କଲେଜ ପରିସର, କମେଣ୍ଟ ମାରିବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ।

 

୮-ପ୍ରବାସୀ ଭାରତୀୟ ଦିବସ ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ:ସଫଳ ଆୟୋଜନ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ, ସହରର ସ୍ବଚ୍ଛତା ଉପରେ ଗୁରୁତ୍ବ ଆରୋପ।

 

୯-ସିମଲିପାଲରୁ ପଳାୟନ କରିଥିବା ବାଘୁଣୀ ଝାରଖଣ୍ଡ ରାଜବାସା ଜଙ୍ଗଲରେ, ସତର୍କ ରହିବାକୁ ଚେତାବନୀ ଜାରି।

 

୧୦-ସୁନ୍ଦରଗଡ:ବ୍ୟାଟେରି ବାଇକ୍ ଚାର୍ଜିଂ ବେଳେ ଅଘଟଣ, ଜଳିଗଲା ୪ଟି ବାଇକ୍।

 

୧୧-ନୂଆପଡ଼ା: ଟ୍ରକ ଧକ୍କାରେ ୩ ବାଇକ ଆରୋହୀଙ୍କ ମୃତ୍ୟୁ,ପୁଲିସର ତଦନ୍ତ ଜାରି।

 

୧୨-୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଖଣ୍ଡଗିରି ସବ ରେଜିଷ୍ଟ୍ରାର ଅଫିସର କନିଷ୍ଠ କିରାଣୀ ଦେବଜାନୀ କର।

 

୧୩-ଭୁବନେଶ୍ୱର:ବୃଦ୍ଧି ପାଉଛି ଅନଲାଇନ ଟ୍ରେଡିଂ ଠକେଇ, ୫ ବର୍ଷରେ ୫୯ ହଜାରରୁ ଉର୍ଦ୍ଧ୍ୱ ଲୋକ ଠକେଇର ଶୀକାର ହେଲେଣି।

 

୧୪-ସାବାଡ ହେବେ ନକଲି ସାମ୍ବାଦିକ, ପ୍ରେସ ଲେଖାଯାଇ ଥିବା ଗାଡିର ହେଵ ଯାଞ୍ଚ।

 

୧୫-ଗାନ୍ଧି ମାର୍ଗରେ GPLF କର୍ମୀ ସଂଘର ମହାଗର୍ଜନ, ୯ ମାସର ବକେୟା ଦରମା ପ୍ରଦାନ ସହ ୧୦ ଦଫା ଦାବି ପାଇଁ ହୋଇଛନ୍ତି ଏକାଠି ।

 

୧୬-ଭଦ୍ରକରେ ବଡ଼ ଧରଣର ଚଢ଼ାଉ: ବହୁ ପରିମାଣର ବ୍ରାଉନସୁଗାର ଓ ୨୫ ଲକ୍ଷ ଟଙ୍କା ଜବତ।

 

୧୭-ସରକାରଙ୍କ ବଦଳି ନିର୍ଦ୍ଦେଶକୁ ଅମାନ୍ୟ କରୁଥିବା ଅଫିସରଙ୍କ ଉପରେ କଡ଼ା ପଦକ୍ଷେପ ନେବେ ରାଜ୍ୟ ସରକାର।

 

୧୮-ଭୁବନେଶ୍ୱର:ପ୍ରବାସୀ ଭାରତୀୟ ଦିବସ ସମାରୋହ ପାଇଁ ଜନତା ମଇ ଦାନରେ ପ୍ରସ୍ତୁତି ଆରମ୍ଭ, ଯୋଗ ଦେବେ ୧୦ ହଜାର ଅତିଥି।

 

୧୯-ପ୍ରକାଶ ପାଇଲା ସିଭିଲ୍ ସର୍ଭିସ ମେନ୍‌ ରେଜଲ୍ଟ।ମେନ୍ସ ପରୀକ୍ଷା କ୍ଲିଅର କରିଥିବା ପ୍ରାର୍ଥୀଙ୍କୁ ସାକ୍ଷାତକାର ପାଇଁ ଡକାଯିବ।

 

୨୦-ସଞ୍ଜୟ ମାଲହୋତ୍ରା ଭାରତୀୟ ରିଜର୍ଭ ବ୍ୟାଙ୍କ ନୂଆ ଗଭର୍ଣ୍ଣର ନିଯୁକ୍ତ,୧୧ ତାରିଖରୁ ଦାୟିତ୍ବ ଗ୍ରହଣ କରିବେ।

 

୨୧-ଉତ୍ତରାଖଣ୍ଡରୁ ହିମାଚଳ ପ୍ରଦେଶ ବରଫ ବର୍ଷା; ରୂପେଲୀ ଚାଦର ତଳେ କେଦାର ନାଥ-ବଦ୍ରିନାଥ।

 

୨୨-ସଂସଦରେ ଆଦାନୀ ତାତି ; ଲାଞ୍ଚ ନେବା ମାମଲାର ତଦନ୍ତ ଦାବି କଲେ ବିରୋଧୀ।

 

୨୩-ମଣିପୁରର ୯ ଜିଲ୍ଲାରୁ ହଟିଲା ଇଣ୍ଟରନେଟ୍ ବ୍ୟାନ୍, ନଭେମ୍ବର ହିଂସା ପରେ ଜାରି ହୋଇଥିଲା କଟକଣା।

 

🙏 *ସୁପ୍ରଭାତ* 🙏