March 10, 2026

୧୯୮୫ ଇଣ୍ଟରମିଡ଼ିଏଟ ବ୍ୟାଚ ଏସସିଏସ କଲେଜର ପୁରାତନ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ..

IMG-20251110-WA0035
Share

 

୧୯୮୫ ଇଣ୍ଟରମିଡିଏଟ ଵ୍ୟାଚ ଏସସିଏସ କଲେଜର ପୁରାତନ ବନ୍ଧୁମିଳନ ଚତୁର୍ଥ ଥର ପାଇଁ ୟୁଥ୍ ହଷ୍ଟେଲ ପୁରୀଠାରେ ଅନୁଷ୍ଠିତ ହୋଇଅଛି । ବିଭିନ୍ନ ସ୍ଥାନରୁ ବନ୍ଧୁମାନେ ପହଞ୍ଚି ପରସ୍ପରକୁ ଅଭିନନ୍ଦନ ଓ ଶୁଭକାମନା ଜଣେଇବା ସହିତ ନୃତ୍ୟ ଗୀତ ମଉଜ ମସ୍ତି ସହ ଦିନଟି ବିତେଇ ଥିଲେ । ସୁଜୟ ବରାଳ, ଜୟୀ ମହାନ୍ତି, ଦାମୋଦର ମହାନ୍ତି, ପରଶୁ ମହାପାତ୍ର, ପ୍ରଶାନ୍ତ ସାହୁ, ସୁରେଶ ପଣ୍ଡା, ତପନ ଷଡ଼ଙ୍ଗୀ, ଅମରେଶ ମିଶ୍ର, ଜ୍ଞାନ ମିଶ୍ର, ପାର୍ଥ ପଟ୍ଟନାୟକ, ତାପସ ପଟ୍ଟନାୟକ, ଆଶୀଷ ମିଶ୍ର, ବିନୟ ନୃସିଂହ ମହାପାତ୍ର, ଅର୍ଜୁନ ସାହୁ, ଭରତ ବିଶ୍ଵାଳ, ମାଧବ ମହାପାତ୍ର, ଜୀତେନ୍ ପଟ୍ଟନାୟକ, ମନୋଜ ରଥ ନିରୂପମା ପୃଷ୍ଟି ଆରତୀ ସାହୁ, କୁଲିଆ ପଟ୍ଟନାୟକ, ହରେଶ ମିଶ୍ର , ତୁଳସୀ ରାଉତରାୟ, ଶତୃଘ୍ନ ନାୟକ, କେଦାରନାଥ ପୃଷ୍ଟି, ସ°ଗ୍ରାମ ଲେଙ୍କା, ଅଞ୍ଜନ ମଲ୍ଲିକ, ବିଶ୍ବଜିତ ଜେନା ପ୍ରମୁଖ ଶତାଧିକ ବନ୍ଧୁ ସପରିବାର ଯୋଗଦେଇ କାର୍ଯ୍ୟକ୍ରମ ଟିକୁ ସଫଳ କରାଇଥିଲେ ।ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିବାରେ ଶ୍ରୀନିବାସ ସୁବୁଦ୍ଧି, ବିଶ୍ଵନାଥ ପ୍ରତିହାରୀ,

ଦେବାଶିଷ ମହାନ୍ତି, ପ୍ରତାପ ପଣ୍ଡା ବିଭୁପ୍ରସାଦ ପଟ୍ଟନାୟକ, ମେଜର ପ୍ରତାପ ପାଢ଼ୀ, ଶ୍ୟାମାପ୍ରସାଦ ମିଶ୍ର, ଲୋକନାଥ ନନ୍ଦ, ରାଜୁ ମହାନ୍ତିଦେବାଶିଷ ଢାଲି, ଚଣ୍ଡିପଦ ମୁଖାର୍ଜୀ ଚିନ୍ମୟ ମିଶ୍ର ପ୍ରଦୀପ ନାୟକ, ପ୍ରଦୀପ ସାମଲ କମଳାକାନ୍ତ ମହାନ୍ତି ପ୍ରମୁଖ ପୂର୍ଣ୍ଣ ସହଯୋଗ କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ