November 15, 2024

ବାଂଲା ଦେଶୀ ଙ୍କ ବିରୁଦ୍ଧରେ ଅଭିଯୋଗ କଲେ ଦେବସେନା ହିନ୍ଦୁ ସଙ୍ଗଠନ,ନୀଳଗିରି…

Share

 

ବାଲେଶ୍ଵର,, ନୀଳଗିରି

 

ବାଂଲା ଦେଶରେ ଅତ୍ୟାଚାର ହେଉଥିବା ନିରୀହ ହିନ୍ଦୁ ଧର୍ମର ଶିଶୁ, ଭାଇ ଭଉଣୀ ଓ ବୃଦ୍ଧା ପିତା ମାତା ସହିତ ଆମର ଆରାଧ୍ୟ ଦେବତା ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଏବଂ ବିଭିନ୍ନ ଦେବା ଦେବୀ ,

ମନ୍ଦିର ଆଦି ଭାଙ୍ଗି ନିଆଁ ଲଗାଇ ଜାଳିଦେବା ସହିତ ହିନ୍ଦୁ ନାରୀ ମାନଙ୍କୁ ଧର୍ଷଣ କରି ମାରି ଦିଆଯାଉଛି , ଛୋଟ ପିଲା ମାନଙ୍କୁ ମାରି ଟାଙ୍ଗୀ ଦିଆଯାଉଛି ।

ଯୁବକ ମାନଙ୍କୁ ହାତ ଗୋଡ କାଟି ପୁଖୁରି ଗାଡିଆ କୁ ଫିଙ୍ଗି ଦେଉଛନ୍ତି।

ଅଥିଯୋଗୁଁ ଦେବ ସେନା ନୀଳଗିରି ବ୍ଲକ ର ସଭାପତି ବାଦଲ ପଣ୍ଡା ଙ୍କ ନେତୃତ୍ୱରେ ମହିଳା ପ୍ରକଷ୍ଠ ଭାନୁମତୀ ବିଶ୍ୱାଳ, NAC ଅଧ୍ୟକ୍ଷ ହରେକୃଷ୍ଣ ବିନ୍ଧାଣି ,ଜିଲ୍ଲା ଧର୍ମପ୍ରକଷ୍ଠ ଅଧ୍ୟକ୍ଷ ନାଗା ସାଧୁ ଦେବେନ୍ଦ୍ର ବାବା , ସୁନିତା ସିଂ, ଦୀପକ୍ ବିଶ୍ୱାଳ, ନିରଞ୍ଜନ ଜେନା,ପଙ୍କଜ ପଣ୍ଡା , ତପନ ସ୍ୱାଇଁ,ସସ୍ମିତା ସେଠୀ, ଅନୁପମା ସେଠୀ ସମେତ ଅନ୍ୟ ସଦସ୍ୟ ସଦସ୍ୟା ଉପସ୍ଥିତ ରହି ନିଳଗିରି ଥାନା IIC ଓ SDPO ଙ୍କୁ ଏତଲା ଦେଇ ସାରା ନୀଳଗିରି ଅଞ୍ଚଳରୁ ବାଂଲା ଦେଶୀ ରହେଙ୍ଗା ମୁସଲିମ ଙ୍କୁ ତଦିବା ପାଇଁ ଦାବି ରଖିଛନ୍ତି ।

 

 

 

ଦେବାଶିଷ ଦାଶ୍ କ୍କ ରିପୋର୍ଟ