November 24, 2024

ମଣ୍ଡି ଉଦଘାଟିତ. ଉଠିଲାନି ମଞ୍ଜି ଏ ଧାନ

Share

 

 

କୋରାପୁଟ ଜ଼ିଲ୍ଲା କୋଟପାଡ଼ ବ୍ଲକର ଢ଼ାମ ନା ହାଣ୍ଡି ପଞ୍ଚାୟତ ରେ ମା ଦୁଲାର ଦେଇ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଧାନ ମଣ୍ଡି ଉଦଘାଟନ ହୋଇଯାଇଛି କିନ୍ତୁ କେହି ମିଲର ଯାଇ ନ ଥିବାରୁ ମଞ୍ଜି ଟି ଏ ବି ଧାନ ଉଠି ପାରି ନ ଥିଲା. ସେହିପରି ଘୁମର ପଞ୍ଚଯାତରେ ମଧ୍ୟ ମା ଠାକୁରାଣୀ ଏସ ଏଚ ଜି ଦ୍ୱାରା ମଣ୍ଡି ଖୋଲା ଯାଇଥିଲା ହେଲେ ଜୟପୁର ଠାରୁ ପାଞ୍ଚ ଜଣ ମିଲର ଆସି ମଣ୍ଡି ରେ ଉପସ୍ଥିତ ଥିଲେ କିନ୍ତୁ କଟନୀ ଛ ଟ ନୀ ରେ ଚାଷୀ ରାଜି ନ ହେବା ରୁ ସେମାନେ ଚାଲିଯାଇଥିବା ଜଣା ଯାଇଛି ଘୁମର ଅନୁଷ୍ଠିତ ମଣ୍ଡି ରେ ସଞ୍ଜୟ ବେହେରା. ବାନାର୍ଜୀ ରାଓ. ପୁରନ ନାୟକ ତ୍ରିପତି ବିଶୋଇ. ଚିଣ୍ଟୁ ଦଳେ ଇ. ଭାସ୍କର ବିଶୋଇ. ବିଜୟ ସୁନା ଙ୍କ ସମେତ କୁସୁମୀ. ବୋବିୟା. ଚିତ୍ରା. ସୁତିପଦାର. ସର୍ଗୀ ଗୁଡା. ବତାଶନା. ଭୁନସୁଲି. ପଞ୍ଚାୟତ ରୁ ସତା ଧିକ ଚାଷୀ ଯୋଗ ଦେଇ ଥିବା ଜଣା ଯାଇଛି. ଆର ଏମ ସି କର୍ମ ଚାରି ମଧ୍ୟ ଉପସ୍ଥିତ ଥିଲେ. ତିନ ତାରିଖ ରୁ ଟୋକେନ ପ୍ରଦାନ କରାଯାଇଛି ଅବଧି ତିରିସିତାରିଖ ପର୍ଯନ୍ତ ରହିଛି. ଚିନ୍ତାରେ ଚାଷୀ. ଧାନ କେବେ ଉଠିବ. ବର୍ଷା ଚାଷ ପାଇଁ ଚିନ୍ତା ରେ ଚାଷୀ. ଟେଣ୍ଟ. ଚୌକି ଇତ୍ୟାଦି ଯୋଗାଇ ଆର ଏମ ସି ମଲା ମାଲ. ଲେମ୍ପସ କଥା ଓ ଡି ଆର ସି ଏସ କାର୍ଯ୍ୟା ଳୟ ର କଥା ନ କହିଲେ ଭଲ. ତେଣୁ ଏ ବର୍ଷ ଠିକ ସମୟ ରେ ସାର. ଜଗେଇ ବା. ଚାଷୀଙ୍କ ଖାତା କୁ ଟଙ୍କା ଆସିବା ରେ ସମାସ୍ୟ ହେଲେ ରଜ ରାସ୍ତା କୁ ଓଲ୍ହାଇ ଵୁ ଵୋଲି ଅଂଚଳ ର ଚାଷୀ ମାନେ ନିଜ ନାମ ଆତ୍ମ ଗୋପନ ରଖିବା ସର୍ତ୍ତରେ ଗଣ ମାଧ୍ୟମ ରେ ସୂଚନା ଦେଇ ଥିବା ଜଣା ଯାଇଛି I କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ନି ଉ ସ ଉପାନ୍ତ ଓଡିଶା I