November 22, 2024
Share

 

 

 

୧-ରାଜ୍ୟ କ୍ୟାବିନେଟରେ ୧୭ଟି ପ୍ରସ୍ତାବକୁ ମୋହର। ବ୍ଲକ୍ ଗ୍ରାଣ୍ଡ ଶିକ୍ଷକଙ୍କୁ ଏକକାଳୀନ ମିଳିବ ଅବସର ସହାୟତା।

୨-ରାଜନୀତିରେ ମିଛ ଓ ଗୁଜବ ସବୁଠୁ ଖରାପ୍ କଥା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

୩-ଥମୁନି ବିଜେଡି – ବିଜେପି ମେଣ୍ଟ ଚର୍ଚ୍ଚା , ଚିତ୍ର କେବେ ସ୍ପଷ୍ଟ ହେବ ଏବେ ତାକୁ ଅପେକ୍ଷା।

୪-ମିଶନ ଶକ୍ତି ସର୍ପୋଟ ଷ୍ଟାଫଙ୍କ ଦରମା ବୃଦ୍ଧି, ଉପକୃତ ହେବେ ୫୯, ୫୦୯ ଜଣ କର୍ମଚାରୀ।

୫-ଦୁଇ ଦିନ ପରେ ବଦଳିବ ପାଗ ; ବଢିବ ତାତି ଗୁଳୁଗୁଳି, ତାପମାତ୍ରା ୪୦ ଡିଗ୍ରୀ ଛୁଇଁବା ସମ୍ଭାବନା।

୬-ଭୁବନେଶ୍ୱର:ବିଭିନ୍ନ ବିଭାଗରେ ୧୨୯୪ ଜଣଙ୍କୁ ନିଯୁକ୍ତି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ।

୭-ସମ୍ବଲପୁର ଓ ବ୍ରହ୍ମପୁରରେ ‘ମୋ ବସ୍’ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ।

୮-କଟକ: ବିଶିଷ୍ଟ ସାହିତ୍ୟିକା ଡ଼ ଅର୍ଚ୍ଚନା ନାୟକ ପାଇବେ ‘ସାହିତ୍ୟ ଭାରତୀ ସମ୍ମାନ’।

୯-କଣ୍ଟାମାଳ: ରଙ୍ଗପାଳି ଠାରେ କିସ୍ ଓ କମ୍ୟୁନିଟି ସେଣ୍ଟରର ଭୂମି ପୂଜନ କଲେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ଼କ୍ଟର ଅଚ୍ୟୁତ ସାମନ୍ତ।

୧୦-ଭଦ୍ରକ ଜିଲ୍ଲା ଏଲେଖା ପ୍ରୋଜେକ୍ଟ ୟୁପି ସ୍କୁଲ:ମଧ୍ୟାହ୍ନ ଭୋଜନରେ ଝିଟିପିଟି; ୧୧ ଛାତ୍ରଛାତ୍ରୀ ଅସୁସ୍ଥ।

୧୧-ଓଡ଼ିଶାରେ ଗଡ଼ିବ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍,ଏହା ଭୁବନେଶ୍ବରରୁ ବିଶାଖାପାଟଣା ଚଳାଚଳ କରିବ।

୧୨-ହୁ ହୁ ବଢୁଛି ସୁନାଦର, ସପ୍ତାହକ ମଧ୍ୟରେ ବଢ଼ିଲାଣି ୩ ହଜାର ୧୫୦ ଟଙ୍କା।

୧୩-ଓଡିଆର ବିଭିନ୍ନ ଡିଗ୍ରୀ କଲେଜରେ ପୂରଣ ହେବେ ଅନେକ ନନ୍-ଟିଚିଙ୍ଗ୍ ଷ୍ଟାଫ୍: ଅନଲାଇନ୍ ଆବେଦନ କରନ୍ତୁ https://ssbodisha.ac.in/

୧୪-ରଥଯାତ୍ରା ସମୟରେ ଗଣତି ହେବ ରତ୍ନଭଣ୍ଡାରର ଦୁର୍ମୂଲ୍ୟ ସୁନା ଅଳଙ୍କାର।

୧୫-ସୁନ୍ଦରଗଡ଼:ପରିବାର ସହ ଭୋଜି କରିବାକୁ ଆସିଥିବାବେଳେ,ଇବ୍ ନଦୀରେ ଭାସି ୩ ନାବାଳକ ନିଖୋଜ।

୧୬-ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ଜଷ୍ଟିସ ଅରିଜିତ ପଶାୟତ।

୧୭-ଏନଡିଏରେ ସାମିଲ ହେଲା ଟିଡିପି ଓ ଜନସେନା ପାର୍ଟି।

୧୮-କେନ୍ଦ୍ର ନିର୍ବାଚନ କମିଶନର ପଦରୁ ଇସ୍ତଫା ଦେଲେ ଅରୁଣ ଗୋଏଲ, ଇସ୍ତଫାପତ୍ର ରାଷ୍ଟ୍ରପତି ଗ୍ରହଣ କରିଥିବା ସୂଚନା।

୧୯-ମୁମ୍ବାଇ: ଚେକ୍ ରିପ୍ଳବିକ୍ ର କ୍ରିଷ୍ଟନା ପିସକୋଭା ନୂଆ ବିଶ୍ବ ସୁନ୍ଦରୀ।

୨୦-୪-୧ ସିରିଜିରେ ଇଂଲଣ୍ଡକୁ ୬୪ ରନରେ ମାତ ଦେଇ ଟେଷ୍ଟ ସିରିଜି ଜିତିଲା ଭାରତ।

୨୧-ଇସଲାମବାଦ:ଅସିଫ୍ ଅଲ୍ଲୀ ଜର୍ଦାରୀ ପାକିସ୍ତାନ ରାଷ୍ଟ୍ରପତି ନିର୍ବାଚିତ।