ବଡ଼ଗଡ଼ ନିକଟସ୍ତ ନୂଆଗାଁ ଗ୍ରାମରେ ମହା ଶିବରାତ୍ରି ଉପଲକ୍ଷେ ଶ୍ରୀ ଶ୍ରୀ ଦକ୍ଷିଣେ ଶ୍ୱରୀ ଯୁବ ନାଟ୍ୟ ସଂସଦ କଳାକାର ମାନଙ୍କ ଦ୍ଵାରା ଶେଷ୍ଠ ସାମାଜିକ ନାଟକ ପରିବେଷଣ ହୋଇଥିଲା,….
ବଡ଼ଗଡ଼ ନିକଟସ୍ତ ନୂଆଗାଁ ଗ୍ରାମରେ ମହା ଶିବରାତ୍ରି ଉପଲକ୍ଷେ ଶ୍ରୀ ଶ୍ରୀ ଦକ୍ଷିଣେ ଶ୍ୱରୀ ଯୁବ ନାଟ୍ୟ ସଂସଦ କଳାକାର ମାନଙ୍କ ଦ୍ଵାରା ଶେଷ୍ଠ ସାମାଜିକ ନାଟକ ପରିବେଷଣ ହୋଇଥିଲା.ନାଟକଟି ନା ହେଉଛି…କାହାଣୀ କାନ୍ଦୁଛି ଆଖି ଲୁଚେଇ,ଏଥିରେ ନିର୍ଦେଶକ…ଶ୍ରୀ ଯୁକ୍ତ ଟୁନା ମହାରଣା,ତାକରଡ଼ା ଓ,ଉଦଘାଟକ…ଶ୍ରୀ ଯୁକ୍ତ ନୀଳମଣି ବିଷୋୟୀ.ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ,ସୋରଡ଼ା ବିଧାୟକ ପାର୍ଥୀ,
ମୁଖ୍ୟଅତିଥି…ଶ୍ରୀ ଯୁକ୍ତ ବସନ୍ତ କୁମାର ବିଷୋୟୀ.(MD.MBS COLA)
ସନମାନୀତଅତିଥି..ସରପଞ୍ଚ ଜି.ପି ଶାସନ..ଶ୍ରୀ ଯୁକ୍ତ ଦେବରାଜ ମଳିକ,ପୂର୍ଵ ତନ ସରପଞ୍ଚ ରାଇବନ୍ଦ..ଶ୍ରୀ ବନମାଳୀ ସ୍ୱାଇଁ,ପୂର୍ଵତନ ସରପଞ୍ଚ ବୋରସିଙ୍ଗି..ଶ୍ରୀ ଯୁକ୍ତ ବିପିନି ଗୌଡ଼,ଓ ପୂର୍ଵତନ ସରପଞ୍ଚ ଅମୃତଲୁ..ଶ୍ରୀ ଯୁକ୍ତ ଗୋବିନ୍ଦ ପାଢୀ,ଓ ଯୁବ ମୋର୍ଚା ସମ୍ପାଦକ ସୋରଡ଼ା..ଶ୍ରୀ ଯୁକ୍ତ ସତ୍ୟ ନାରାୟଣ ଗୌଡ଼,ଆଦି ଅନେକ ଅତିଥି ଯୋଗଦେଇ ନିଜର ଭାଷଣ ମାଧ୍ୟମରେ କର୍ତ୍ତବ୍ୟ କୁ ପ୍ରଧାନ କରି ଲୋକ ମାନଙ୍କର ସମୁଖରେ ସେ ଲୋକ ମାନଙ୍କର ଅସୁବିଧା ଓ ଗ୍ରାମର ଅସୁବିଧା କୁ ପ୍ରକାଶ କରି ଦୁଃଖ ଅନୁଭବ କରିଥିଲେ,କାହିଁକି ନା ପନ୍ଦର ବର୍ଷ ବିଜେଡି ରାଜନୀତି ରହିମଧ୍ୟ୍ୟ ଲୋକ ମାନଙ୍କର ଦୁଃଖ ଦୂର ହୋଇନି ବା ଗ୍ରାମର କୌଣସି ରାସ୍ତା ଘାଟ ଓ ଗ୍ରାମର ଅନ୍ୟ ଅନ୍ୟ କାଯ୍ୟ ମଧ୍ୟ୍ୟ ଅଭାବ ରହିଅଛି,ତେଣୁ ଯଦି ଏହି ଇଲେସନରେ ଯଦି ନୂଆ ବିଧାୟକ ଆସେ ଅଂଚଳର ଯୋଉ ଅଭାବ ଓ ଦୁଃଖ ଅଛି ତାହା ଦୂରହେବ,ଏହି କଥାକୁ ଲୋକମାନଙ୍କର ଦୃଦୟକୁ ଛୁଇଥିଲା,ଗ୍ରାମର ସମସ୍ତେ ମିଳିମିଶି ଏକତ୍ରିତ ହୋଇ ଏହି କଥାକୁ ବୁଝି ସନମାନର ସହିତ କରତାଳି ଦେଇ ସ୍ୱାଗତମଃ ଜଣାଇଥିଲେ,ସୋରଡ଼ା ନିକଟସ୍ଥ ଲଷ୍ମୀପୂର ଗ୍ରାମର ଉତ୍ତମ ନାୟକ ରିପୋର୍ଟ
ନୂଆଗାଁ ଗ୍ରାମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଶ୍ରୀ ନୀଳମଣି ବିଷୋୟୀ ଓ ତାଙ୍କ ଭାଈ ବସନ୍ତ ବିଷୋୟୀ ଓ ତାଙ୍କର ସହଯୋଗୀ .