March 10, 2026

ଗୁରୁପାଲିରେ ରକ୍ତଦାନ ଶିବିର 

IMG-20251109-WA0044
Share

 

 

ରବିବାର ଦିନ ଗୁରୁପାଲି ଗ୍ରାମବାସୀ ଓ ଅମୃତ୍ କୁଟୁମ୍ ର ମିଳିତ ଆନୁକୂଲ୍ୟରେ ୫୬ତମ ରକ୍ତ ଦାନଶିବିର ସ୍ବର୍ଗତ ସୁଦାମ୍ ଖେତି ଙ୍କର୍ ସ୍ମୃତି ଉଦ୍ଦେଶ୍ୟରେ ଅନୁଷ୍ଠିତ ହୋଇଯାଇଛି | ଗୁରୁପାଲି ସଂସ୍କୃତ ବିଦ୍ୟାଳୟ ଠାରେ । ଅମୃତ୍ କୁଟୁମ୍ ସଭାପତି ଆନନ୍ଦ ଚନ୍ଦ୍ର ସୁନା ଙ୍କର୍ ସଭାପତିତ୍ବରେ |ସ୍ବର୍ଗତ ସୁଦାମ୍ ଖେତି ଙ୍କର୍ ବାପା ଈସ୍ବର ଖେତି ଫଟୋଚିତ୍ର ନ ଦୀପ ଜାଲିଁ ଫୁଲ୍ ମାଲ୍ ପିନ୍ଧେଇ ଥିଲେ।ଆର୍ ଆନୁଷ୍ଠାନିକ୍ ଭାବେଁ ଫିତା କାଟି ରକ୍ତଦାନ ଶିବିରଟିକୁ ଆରମ୍ଭ କରିଥିଲେ।ପହେଲା ତିନ୍ ଝନ୍ ମହିଲା ରୁବି ବେହେରା ପଦ୍ମିନି ବେହେରା ବର୍ସାରାଣି ବେହେରା ରକ୍ତ ଦାନ୍ କରିଥିଲେ। ତିନ୍ ଝନ୍ ମହିଲା ସମେତ୍ ସର୍ବମୋଟ୍ ୨୭ ୟୂନିଟ୍ ରକ୍ତ ସଂଗ୍ରହ ହେଲା। ବୁର୍ଲା ରକ୍ତ ଭଣ୍ଡାର୍ ର ଡାକ୍ତର୍ ଅଜୟ କୁମାର ବିସି ଲାଲୁ ବିଶ୍ବାସ୍ ଜନକ ବେହେରା ସୁର୍ଯ୍ଯନାରାୟଣ ବେହେରା ଗଣେଷ ଚନ୍ଦ୍ର ପଧାନ୍ ଙ୍କର୍ ଦ୍ବାରା ରକ୍ତ ସଂଗ୍ରହ ହେଲା। ଅମୃତ୍ କୁଟୁମ୍ ତର୍ଫୁଁ ଗୁରୁପାଲି ଗ୍ରାମ୍ ବାସି ଙ୍କୁ ସ୍ମାରକ୍ ମାନ୍ ପତର୍ ଆର୍ କରିଆ ଦେଇଁ ଈସ୍ବର ଖେତି ଗୁଲଠୁ ବେହେରା କ୍ଷମାନିଧି ନାଏକ୍ ଙ୍କୁ ସମ୍ମାନ୍ ଦିଆଗଲା। ଗୁରୁପାଲି ଗ୍ରାମ୍ ବାସି ଆର୍ ଅମୃତ୍ କୁଟୁମ୍ ର ସକ୍ରିୟ ସଦସ୍ୟ କରୁଣାକର ନାଏକ୍ ମନୋଜ୍ ବେହେରା ଭଗବାନ କର୍ମି ବଂଶିଧର ବେହେରା ଶଶି ଭୂଷଣ ପାଣିଗ୍ରାହି ମନୋଜ୍ କର୍ମି ବିକାଶ ନାଏକ୍ ରଶ୍ମି ଖେତି ରଂଜନ୍ ବେହେରା ଝସକେତନ୍ ଖେତି ରମେଶ୍ ସେଠ୍ ସବୁ ସଦସ୍ୟ ତନ୍ ମନ୍ ଧନ୍ ଦେଇକରିଁ ସହଯୋଗ୍ କରିଥିଲେ ସଫଲ୍ କରିଥିଲେ।