November 23, 2024
Share

 

୧-ବାଲିଯାତ୍ରାରେ ରାସ୍ତା କଡ଼ରେ ବସି ପାରିବେନି ଉଠାଦୋକାନୀ, କଟକଣା ଜାରି କଲେ କଟକ ଜିଲ୍ଲାପାଳ।

 

୨-ଦେଶର ଅନ୍ୟ ୩ ଧାମକୁ ଗଡ଼ିବ ସୁପର ପ୍ରିମିୟମ୍ ବସ୍ । ପ୍ରଥମ ପର୍ଯ୍ୟାୟରେ ଆସନ୍ତା ୧୨ ତାରିଖରେ ପୁରୀରୁ ବସ୍ ସେବା ଆରମ୍ଭ ।

 

୩-ବାଙ୍କୀ ରାଜନୈତିକ ହତ୍ୟା ମାମଲା, ୯ ଜଣଙ୍କୁ ଆଜୀବନ ସଜା ଶୁଣାଇଲେ କଟକ ଅତିରିକ୍ତ ଜିଲ୍ଲା ଦୌରାଜଜ୍।

 

୪-ଯାଜପୁର କାଳୀପୂଜାରେ ବିଭିନ୍ନ ମଣ୍ଡପରେ ବର୍ଷା – ଅନୁଭବ : ଦୁଇ ଷ୍ଟାରଙ୍କୁ ଦେଖିବାକୁ ଜମିଲା ଭିଡ଼।

 

୫-ଭୁବନେଶ୍ୱର: ଉଧାର ଚାଉଳରେ ମଧ୍ୟାହ୍ନ ଭୋଜନ ରୋଷେଇ!, ସ୍କୁଲରେ ଦେଢ଼ମାସ ହେଲା ପହଞ୍ଚି ନାହିଁ ଚାଉଳ।

 

୬-ଅନୁଗୋଳ: ଛାତ୍ରୀକୁ ବଳାତ୍କାର ଅଭିଯୋଗରେ ଟ୍ଯୁସନ ମାଷ୍ଟରକୁ ୨୦ ବର୍ଷ ଜେଲଦଣ୍ଡ।

 

୭-ଭୁବନେଶ୍ୱର:ପରାଜୟ ପାଇଁ ନବୀନଙ୍କୁ ଦାୟୀ କଲେ ବିଜେଡ଼ି ନେତା ସୁଶାନ୍ତ ବେହେରା

 

୮-ରାଜ୍ୟରେ ‘ସମ୍ପୂର୍ଣ୍ଣ ନିଷେଧ ଗୋ- ହତ୍ୟା ଓ ଗୋ-ଚାଲାଣ’, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା।

 

୯-ଓଡ଼ିଶାରେ ନୂଆ ଏକ୍ସପ୍ରେସ ଓ୍ବେ ,୨୦୨୮ରୁ ଆରମ୍ଭ ହେବ ନିର୍ମାଣ କାମ।

 

୧୦-କୋରାପୁଟ ଜିଲ୍ଲା ବୈପାରୀଗୁଡ଼ାର ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ର:ଲାଞ୍ଚ ନେଇ ଧରା ପଡ଼ିଲେ ଡାକ୍ତର, ୪୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଡାକ୍ତରଙ୍କୁ ଧରିଲା ଭିଜିଲାନ୍ସ।

 

୧୧-କଟକ ଗଣଦୁଷ୍କର୍ମ ଘଟଣାରେ ଦୋଷୀଙ୍କ ବିରୋଧରେ ହେବ କଠୋର କାର୍ଯ୍ୟାନୁଷ୍ଠାନ : ଆଇନ ମନ୍ତ୍ରୀ।

 

୧୨-୧୦ ହଜାର ମେଗାୱାଟ୍‌ରେ ପହଞ୍ଚିବ ରାଜ୍ୟର ବିଦ୍ୟୁତ ଚାହିଦା, ରୋଡମ୍ୟାପ୍‌ ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ।

 

୧୩-ମାଓମୁକ୍ତ ପରେ ଗଞ୍ଜେଇ ମୁକ୍ତ ହେବ କୋରାପୁଟ : ଡିଜି ୱାଇ ବି ଖୁରାନିଆ।

 

୧୪-ରାଜ୍ୟରେ ଆଉ ୧୫ ପ୍ରମୁଖ ପ୍ରକଳ୍ପକୁ ମଞ୍ଜୁରୀ; ୪୬୩୭ ଜଣଙ୍କୁ ମିଳିବ ନିଯୁକ୍ତି ସୁଯୋଗ।

 

୧୫-ଲଭ୍ ଜିହାଦ ଜାଲରେ ଓଡ଼ିଆ ଯୁବତୀ; ଅନଲାଇନ୍‌ ଗେମ୍‌ରୁ ପ୍ରେମ, ବ୍ଲାକମେଲ କରି ବନ୍ଧା ହେଲେ କାଶ୍ମୀର ଯୁବକ।

 

୧୬-୩ ଦିନ ହେଲା ରାଜ୍ୟର ସମସ୍ତ ମୁଖ୍ୟ ପୋଷ୍ଟ ଅଫିସରେ ଲିଙ୍କ ଫେଲ, ଲୋକେ ହେଉଛନ୍ତି ହନ୍ତସନ୍ତ।

 

୧୭-ଗ୍ୟାଙ୍ଗଷ୍ଟର ସକିଲକୁ ଘାରିଲା ଏନ୍‌କାଉଣ୍ଟର ଭୟ, ଫେସବୁକ ପେଜ୍‌ରେ ଭିଡିଓ ଛାଡ଼ି ମାଗୁଛି ନ୍ୟାୟ

 

୧୮-୫୫ ଗୋଟି ହସ୍ତଶିଳ୍ପକୁ ବିଭାଗୀୟ ଅନୁମୋଦନ କଲେ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ।

 

୧୯-ମହାରାଷ୍ଟ୍ରରେ ପ୍ରଚାର କଲେ ପ୍ରଧାନମନ୍ତ୍ରୀ ମୋଦୀ, ନଭେମ୍ବର ୨୦ରେ ଭୋଟ ଗ୍ରହଣ।

 

୨୦-ମୋ ନାଁ ‘ନୋ ଫ୍ଲାଇ’ ତାଲିକାରେ ପକାଇ ଦିଅନ୍ତୁ, ନୱାଜଙ୍କ ଭଳି ମୁଁ ଦେଶଛାଡି ପଳାଇବିନି: ଇମ୍ରାନ ଖାନ।

 

୨୧-ସରିଲା ଛଟ୍ ପୂଜା, ଯାତ୍ରୀଙ୍କ ଫେରିବା ପାଇଁ ଗଡିବ ୪୪୬ଟି ସ୍ୱତନ୍ତ୍ର ଟ୍ରେନ୍।

 

୨୨-ଡର୍ବାନ୍:ପ୍ରଥମ ଭାରତୀୟ ଭାବେ ସାମସନଙ୍କ ବିଶ୍ୱ ରେକର୍ଡ: ସଚିନ, ବିରାଟ ଓ ଧୋନୀ ବି କରିପାରି ନାହାନ୍ତି। ଅନ୍ତର୍ଜାତୀୟ T20 ମ୍ୟାଚରେ କଲେ ଲଗାତାର ୨ଟି ଶତକ।

 

*🙏 ସୁପ୍ରଭାତ, ଗୁଡମର୍ଣିଂ 🙏*