March 12, 2026

ଲାଞ୍ଜିଗଡ ବଂଶଧାରା ନଦୀରେ ବିଷାକ୍ତ ପାଣି..

IMG-20250709-WA0120
Share

 

 

ଲାଞ୍ଜିଗଡ ବଂଶଧାରା ନଦୀ ଉପରେ ପ୍ରାୟ 12ଖଣ୍ଡ ଗାଁ ନିର୍ଭର କରୁଥିବା ବେଳେ ବେଦାନ୍ତ କମ୍ପାନୀ ରୁ ନିର୍ଗତ ବିଷାକ୍ତ କେମିକାଲ ବର୍ଷା ପାଣି ମାଧ୍ୟମରେ ବଂଶଧାରା ନଦୀ ର ପାଣି ରେ ମିଶୁଛି। ଯାହା ଫଳରେ ଲାଞ୍ଜିଗଡ଼, ଡ଼ଙ୍ଗୀଝୁଲା, ବୁଣ୍ଡେଲ,

ଚଣାଳିମା, ଛତ୍ରପୁର, ବାତେଳିମା, ବିଲଟି ପଦର, ହରେକୃଷ୍ଣ ପୁର, ନିଆଲି, ଚନ୍ଦନ ପୁର, ଗୋପୀନାଥ ପୁର, ପେଡ଼ି ଗୁଡା ର ଗ୍ରାମ ବାସି ବିଭିର୍ଣ୍ଣ ପ୍ରକାର ଚର୍ମ ରୋଗ, ଚକ୍ଷୁ ରୋଗରେ ଆକ୍ରାନ୍ତ ହେଉଛନ୍ତି, ସେମାନେ ବହୁବାର ଅଭିଯୋଗ କଲେ ମଧ୍ୟ ବେଦାନ୍ତ କମ୍ପାନୀ କୌଣସି ପଦକ୍ଷେପ ନେଉ ନାହିଁ, ଏହାର ଶୀଘ୍ର ପ୍ରତିକାର ନକଲେ ଆଗାମୀ ଦିନରେ ବଡ଼ ଆନ୍ଦୋଳନ ର ସମ୍ଭାବନା ରହିଛି

 

*ଲାଞ୍ଜିଗଡ ରୁ ପୁରନ୍ଦର ଦଣ୍ଡସେନା ଙ୍କ ରିପୋର୍ଟ ନିୟୁଜ ଉପାନ୍ତ ଖବର*