June 28, 2026

କୋଟପାଡ଼ ପଞ୍ଚାୟତ ସମିତି କାର୍ଯାଳୟ ପରିସର ରେ ବ୍ଲକ ସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକ ଅନୁଷ୍ଠିତ…

IMG-20250509-WA0036
Share

 

 

 

କୋରାପୁଟ ଜ଼ିଲ୍ଲା କୋଟପାଡ଼ ପଞ୍ଚାୟତ ସମିତି କାର୍ଯାଳୟ ପରିସର ରେ ବ୍ଲକ ସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି.ସରକାରଙ୍କ ବିଭିନ୍ନ ଯୋଜନା କୁ ଏମବିକେ ମା ମାନଙ୍କ ଜରିଆରେ ସଫଳ କରିବା ସହ ହିତାଧିକାରୀ ମାନେ କିପରି ବିଭିନ୍ନ ଯୋଜନା ରେ ଋଣ ନେଇ ସବସିଡି ପାଇବା ସହ ଠିକ ସମୟ ରେ ପରିଶୋଧ କରି ପାରିବେ ସେ ନେଇ ଆଲୋଚନା ହୋଇଥିବା ଜଣା ଯାଇଛି.ବ୍ଲକ ମିଶନ ମ୍ୟାନେଜମେଣ୍ଟ ୟୁନିଟ ମୁଖ୍ୟ ଶ୍ରୀ ଗୁପ୍ତ ପ୍ରସାଦ ମାଝିଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ବୈଠକ ରେ ଗୋଷ୍ଟି ଉନ୍ନୟନ ଅଧିକାରୀ ଶ୍ରୀ ବିକ୍ରମ କୁମାର ଦୋରା. ବ୍ଲକ ଉପାଧ୍ୟାକ୍ଷ ତପନ ପାଣିଗ୍ରାହୀ.ଆଇ ପି ଓ ଅନିତା ମିଶ୍ର.କୋଟପାଡ଼ ଏସବିଆଇ ଶାଖା ପରିଚାଳକ ଏଲ କେ ପ୍ରଧାନ. ନିରଞ୍ଜନ ପଣ୍ଡା. ତାପସ ଦାସ. ଦେବୀ ପ୍ରସାଦ ତ୍ରିପାଠୀ.ଏଲଡିଏମ କୋରାପୁଟ ଡି କେ ତ୍ରିପାଠୀ. ବ୍ଲକ ଅଧକ୍ଷା କୋମଳା ଭତରାଜିପିଇଓ କେଦାରନାଥ ଆଟକା

ସୁବର୍ଣ୍ଣ ନାୟିକ. ବିମଳାବତୀ ସମରଥ. ରଂଜିତା ନାୟିକ. ଉଜ୍ୱଳା ଆଶା. ନିର୍ମଳା ଧାନଫୁଲ. ନମିତା ନାୟିକ ଙ୍କ ସମେତ ସମସ୍ତ ଏମବିକେ ଏବଂଡିସିବି. ୟୁଜିବି. ଏକ୍ସଇଶ. ୟୁ ଏନ ବି. ପିଏନବି. ବନ୍ଧ୍ୟା ବ୍ୟାଙ୍କ ସମେତ ମୋଟ ନଅ ଗୋଟି ବ୍ୟାଙ୍କର ଶାଖା ପରିଚାଳକ ମାନେ ଉପସ୍ଥିତ ଥିବାର ଜଣା ଯାଇଛି.କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର

You may have missed