ଆଜିର ଖବର..

୧-ନୂଆ ଦିଲ୍ଲୀ:କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମାରୋହ, ବୈଷ୍ଣବ ଚରଣ ସାମଲ, ମହେଶ୍ୱର ସୋରେନ ସମ୍ମାନୀତ।
୨-କଟକ: ରାଜ୍ୟବ୍ୟାପୀ ରାଷ୍ଟ୍ରୟ ଲୋକ ଅଦାଲତ ,୧ ଲକ୍ଷ ୬୯ ହଜାର ମାମଲାର ହେଲା ସମାଧାନ।
୩-୨୦୨୪ରେ ବଢ଼ିଛି ଅପରାଧ ମାମଲା:୨୧୪୧୧୩ ଧର୍ତବ୍ଯ ଅପରାଧ ପଞ୍ଜିକୃତ।
୪-ଭୁବନେଶ୍ୱର:ଆଜିଠୁ ଫଗୁ ଖେଳିବେ ଶ୍ରୀଲିଙ୍ଗରାଜ,ଶ୍ରୀ କପିଳେଶ୍ୱର।
୫-ଭୁବନେଶ୍ୱର: ରାଜ୍ୟରେ ୧୨ ତାରିଖ ପରେ ତାତି, ୪୦ ଡିଗ୍ରୀ ଛୁଇଁବ।
୬-ଭୁବନେଶ୍ୱର: ରାଜ୍ୟର ବିମାନ ଯାତ୍ରୀ ପରିବହନ ୪୭% ବୃଦ୍ଧି।
୭-ଶଙ୍ଖ ଭବନରେ ବିଶ୍ବ ମହିଳା ଦିବସ, ଦିନକୁ ୨୭ ଟଙ୍କା ଦେଇ ବାହାବା ନେଉଛି ସରକାର: ନବୀନ
୮-ପାରଳାଖେମୁଣ୍ଡି:ଭଡା ଘରୁ ଯୁବକଙ୍କର ଗଳିତ ମୃତଦେହ ଉଦ୍ଧାର, ପୁଅ ମୃତ୍ୟୁ ପାଇଁ ବୋହୂକୁ ଦାୟୀ କଲା ମା’।
୯-ସାଲେପୁର : ବାଲିଘାଟରେ ଚଢଉ ବେଳେ ଭୟଭୀତ ହୋଇ ନଦୀକୁ ଡେଇଁଲେ ୪ ଯୁବକ,ଜଣେ ନିଖୋଜ।
୧୦-ଭୁବନେଶ୍ୱର:କିଟ୍ ଓ କିସରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ।
୧୧-ବଣାଇ: ଲହୁଣିପଡ଼ା ଥାନା ଆମରୁଢ଼ି ନିକଟରେ ମର୍ମନ୍ତୁତ ଦୁର୍ଘଟଣା। ଅଜଣା ଗାଡ଼ି ଧକ୍କାରେ ୨ଜଣଙ୍କ ମୃତ୍ୟୁ ହୋଇଥିବାଳେ ୨ଜଣ ଗୁରୁତର।
୧୨-ହୀରାକୁଦ ଡ୍ୟାମରେ ହେବ ଅତିରିକ୍ତ ସ୍କିଲ ୱେ ନିର୍ମାଣ, ଅନୁଧ୍ୟାନ କଲେ ୯ ଜଣିଆ ଟିମ୍।
୧୩-ଓଡ଼ିଶା ସଂପର୍କରେ ଜୟନାରାୟଣ ମିଶ୍ରଙ୍କ ବିବାଦୀୟ ବୟାନ, ଓଡ଼ିଶାରେ ମିଶିବା ଐତିହାସିକ ଭୁଲ।
୧୪-ଯଥେଷ୍ଟ ନୁହେଁ କଳାଧନ ଠାବ, ତ୍ୱରିତ ଶୁଣାଣି ଜରୁରୀ – ଜଷ୍ଟିସ ଅରିଜିତ ପଶାୟତ।
୧୫-ସପ୍ତାହରେ ସୁନା ୧ ହଜାର ଟଙ୍କା ବୃଦ୍ଧି, ରୁପା ବଢ଼ିଛି ୩ ହଜାରରୁ ଅଧିକ।
୧୬-ଦେଓମାଳୀରେ ସାଉଥ ମୁଭି ସୁଟିଂ, ୨୫ ଦିନ ପର୍ଯ୍ୟନ୍ତ ବୁକିଙ୍ଗ ହୋଇଛି ଦେଓମାଳୀ ଇକୋ ରିଟ୍ରିଟ।
୧୭-ସାଇବର ଠକେଇ: ୮୭ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗରେ ଦିଲ୍ଲୀ ମହିଳା ଗିରଫ।
୧୮-ପୁଣି ଅଶାନ୍ତ ହେଲା ମଣିପୁର: ସଂଘର୍ଷରେ ୨୭ ସୁରକ୍ଷାକର୍ମୀ ଆହତ, ୧ ମୃତ।
୧୯-ନୂଆ ଦିଲ୍ଲୀ:ମରିସସ୍ ର ଜାତୀୟ ଦିବସରେ ମୋଦୀ ହେବେ ମୁଖ୍ୟ ଅତିଥି।
୨୦-ଚାମ୍ପିୟନସ ଟ୍ରଫି: ଦୁବାଇରେ ଭାରତ -ନ୍ଯୁଜିଲାଣ୍ଡ ଫାଇନାଲ ଆଜି।
୨୧-ପେଶାଓ୍ବାର:ହ୍ବାଟସଆପ୍ ଗ୍ରୁପରୁ ବିଦା କରିଥିବା ଆଡ଼ମିନଙ୍କୁ ଗୁଳି କରି ହତ୍ୟା।
*🙏 ସୁପ୍ରଭାତ 🙏*