September 19, 2026

ଏକଲ ପୁର ଗ୍ରାମରେ ଥିବା ମହାଦେବ ମନ୍ଦିର ରେ ମହା ଜାଗର ରାତି ପାଳନ ଉତ୍ସବ…

lod
Share


ଆମର ମହାଦେବ ପ୍ରଭୁଙ୍କ ଦ୍ଵାରା ଯେଉଁ ଆଲୋକୀକ ମାଧ୍ୟ୍ୟମରେ ନିଜର ମାନସିକ କାଯ୍ୟ ପୂରଣ ହୋଇଥାଏ,ସେହି ବିଶ୍ୱାସ ଯୋଗୁ ସେହି ଅଞ୍ଚଳରେ ଆଖ ପାଖ ଗ୍ରାମ ମାନଙ୍କରେ ଅନେକ ଭକ୍ତମାନ ଆସି ଏହି ମହାଜାଗର ରାତିରେ ମହାଦେବ ମନ୍ଦିରରେ ରାତି ନିଜଳ ଉପବାସ ରହି ଶିବ ମହାଦେବଙ୍କୁ ଦର୍ଶନ କରନ୍ତି,ଓ ମଧ୍ୟ୍ୟ ରାତି ସମୟରେ ପ୍ରଭୁ ଶିବଙ୍କର ମହାଦୀପ ମନ୍ଦିରରେ ଶିବଙ୍କୁ ଆଳତି କରି,ସବୁ ଭକ୍ତମାନଙ୍କୁ ଦର୍ଶନ ନିମନ୍ତେ,ମନ୍ଦିର ଉପରକୁ ପୂଜାରୀ ଉଠାଇ ଥାଏ,ଓ ତାପରେ ଭକ୍ତ ମନେ ନିଜ ନିଜର ଉପବାସକୁ ମେଣ୍ଟାଇବାକୁ ପଞ୍ଚାମୃତ ଓ ଫଳ ଆଦି ପ୍ରସାଦ ସେବନ କରନ୍ତି,ଓ ତାପରେ ସେହି ମନ୍ଦିରକୁ ସହଯୋଗ କରୁଥିବା ବ୍ୟକ୍ତିମନେ ମହାଦେବଙ୍କର ମନ୍ଦିରରେ ବିଭିନ ମାନର ପ୍ରଭୁଙ୍କର ବାହାନ କୁ ତାକୁ ବାଣ ଦ୍ଵାରା ଅଙ୍କି ମନ୍ଦିର ଆଗରେ ଫୁଠାଇ ଥାନ୍ତି,କାହିଁକିନା ମହାଦେବଙ୍କର ଭକ୍ତ ମନେ ଉତ୍ସାହିତ ହୋଇ ପଞ୍ଜାଳିକ ଭାବରେ ଭକ୍ତି ଭାବରେ ରହିଥାଏ ସକାଳୁ ଭକ୍ତ ମନେ ନିତ୍ୟମାନ ସାରି ମହାଦେବଙ୍କୁ ମୁଣ୍ଡିଆ ମାରି ଦର୍ଶନ କରି,ମନ୍ଦିରରେ ରନ୍ଧା ହୋଇଥିବା ପ୍ରସାଦ ସେବନ କରି ନିଜ ନିଜର ଘରକୁ ଫେରନ୍ତି,ସୋରଡ଼ା (ନିକଟସ୍ଥ ଲଷ୍ମୀପୂର ଗ୍ରାମର ଉତ୍ତମ ନାୟକ ରିପୋର୍ଟ)