September 26, 2026

ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ପୁରୀର ଯୁବ ସଂସଦ କାର୍ଯ୍ୟକ୍ରମ ଅନୁଷ୍ଠିତ ..

IMG-20250109-WA0207
Share


ପୁରୀ (ରମେଶ ଚନ୍ଦ୍ର ସାହୁ ) ଆଜି ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ପୁରୀରେ ବିଦ୍ୟାଳୟ ସ୍ତରୀୟ ଯୁବ ସଂସଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟ ର ଅଧକ୍ଷ ଡ଼କ୍ଟର ବିମଳେଶ କୁମାର ଦୁବେଙ୍କ ଅଧକ୍ଷେତାରେ ବିଜ୍ଞାନ ଶିକ୍ଷକ ମନମୋହନ ଖୁଣ୍ଟିଆ, ମନୋଜ କୁମାର, ସୁବ୍ରତ କୁମାର ସାହୁ ଅଶୋକ କୁମାର ବେହେରା ଓ ସୁଶ୍ରୀ ଆଶାରାଣୀ ପ୍ରମୁଖ ପରିଚାଳନା କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଷାଠିଏ ଜଣ ଛାତ୍ରଛାତ୍ରୀ ଯୋଗଦାନ କରି ସଂସଦୀୟ କାର୍ଯ୍ୟକୁ ସୁଚାରୁରୂପେ ତୁଲାଇଥିଲେ ଅଧକ୍ଷ ଡ଼କ୍ଟର ବିମଳେଶ କୁମାର ଛାତ୍ରଛାତ୍ରୀ ମାନଙ୍କୁ ଭବିଷ୍ୟତ ରେ ଦେଶର ଦାୟିତ୍ୱ ସମ୍ପନ୍ନ ନାଗରିକ ହେବାସହିତ ଗଣତନ୍ତ୍ର କୁ ସୁଦୃଢ ରଖିବା ନିମନ୍ତେ ନିଜର ଅଭିଭାଷଣ ରେ ସଚେତନ କରାଇଥିଲେ l

You may have missed