October 6, 2024
Share

 

ଗୁଣପୁର -(ସୁରେନ୍ଦ୍ର ମହାନ୍ତି )+92 ନମ୍ବର ରେ ଆସୁଛି ଅଜଣା କଲ । ଆପଣଙ୍କ ପରିବାର ର କୌଣସି ଲୋକଙ୍କୁ ଆସିପାରେ କଲ । ଏଭଳି ନମ୍ବର ରୁ ଫୋନ ଆସିଲେ ରିସିଭ କରନ୍ତୁ ନାହିଁ । ତୁରନ୍ତ ନିକଟସ୍ଥ ପୁଲିସ ଷ୍ଟେସନରେ ଜଣାନ୍ତୁ । କିଡନାପିଙ୍ଗ, ଫ୍ରଡ଼ ଭଳି କହି କରୁଛନ୍ତି ଲକ୍ଷାଧିକ ଟଙ୍କା ଆଦାୟ । ଗୁଣୁପୁର ର ବିଭିନ୍ନ ଲୋକଙ୍କୁ ଏଭଳି ଫୋନ ଆସିଥିବା ଏବେ ଏବେ ସୂଚନା ମିଳିଛି । ନିଜକୁ ପୁଲିସ କହି କରୁଛନ୍ତି ସାଇବର ଠକେଇ । ଆପଣଙ୍କ କୌଣସି ଆର୍ଥିକ ଓ ବ୍ୟକ୍ତିଗତ ତଥ୍ୟ କାହାରିକୁ ଦିଅନ୍ତୁ ନାହିଁ ।

 

( ସଚେତନତା ପାଇଁ ଜାରୀ )

You may have missed