ଧବଳେଶ୍ୱର ମହାଦେବ ଙ୍କ ଜାଗର ଯାତ୍ରା ମହlସିବରାତ୍ରି ଉତ୍ସବ ପାଳିତ….
କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଚୁରାପାହାଡ଼ ର ପାଦଦେଶ ରେ ଶ୍ରୀ ଶ୍ରୀ ଧବଳେଶ୍ୱର ମହାଦେବ ଙ୍କ ମନ୍ଦିର ଅବସ୍ଥିତ l
ଏହି ମନ୍ଦିର ପୁରାତନ ସଭ୍ୟତା ର ଏକ ଉଦାହରଣ ହୋଇ ରହିଛି l
ଜିଲ୍ଲା ର କୋଣ ଅନୁକୋଣ ରୁ ଭକ୍ତ ମାନଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥାଏ l ସାରା ରାଜ୍ୟରେ ଏହl ଗୋଟିଏ ପବିତ୍ର ସ୍ଥାନ ହୋଇ ଥିବା ହେତୁ ମାନସିକ ଭକ୍ତ ମାନେ ରାଜ୍ୟ ବାହାରୁ ଆସିଥାନ୍ତି l
ହଜାର ହଜାର ଭକ୍ତ ଙ୍କ ଭିଡ଼ ରେ ମହାଦେବ ଧବଳେଶ୍ୱର ପ୍ରଭୁ ଙ୍କ ଜାଗର ଦେଖିବା ଏକ ନିଆରା ଅଟେ l
ଏଠାରେ ଶାନ୍ତି ଶୃଙ୍ଖଳା ପାଇଁ ଗୋଲାମୁଣ୍ଡା ପୋଲିସ ନିୟୋଜିତ ରହିଥିବା ବେଳେ ପାନୀୟ ଜଳ ର ବ୍ୟବସ୍ଥା କରାଯାଇଥିଲା l
ଶିବ ରାତ୍ରି ର ଅବସରରେ ଜାଗର ଯାତ୍ରା ଟି ବେଶ ଆନନ୍ଦ ରେ ସମ୍ପୂର୍ଣ୍ଣ ହୋଇଛି l
(ରିପୋର୍ଟ, ଚନ୍ଦ୍ର ଶେଖର ପାଳ
ଜିଲ୍ଲା କଳାହାଣ୍ଡି)