ପାଣି ପଞ୍ଚାୟତ କୁ ଧାନ କିଣା କୁ ବିରୋଧ କରି ଜ଼ିଲ୍ଲା ପାଳ ଙ୍କ ଦ୍ୱାର ସ୍ତ ହେଲେ ଜନ ପ୍ରତି ନିଧି ଓ ଚାଷୀ
ପାଣି ପଞ୍ଚାୟତ କୁ ଧାନ କିଣା କୁ ବିରୋଧ କରି ଜ଼ିଲ୍ଲା ପାଳ ଙ୍କ ଦ୍ୱାର ସ୍ତ ହେଲେ ଜନ ପ୍ରତି ନିଧି ଓ ଚାଷୀ
କୋରାପୁଟ ଜ଼ିଲ୍ଲା କୋଟପାଡ଼ ବ୍ଲକ ର ମୁର୍ତ୍ତା ହାଣ୍ଡି ଗ୍ରାମପଞ୍ଚଯାତ ର ଜନ ପ୍ରତି ନିଧି ଏବଂ ଗ୍ରାମବାସୀ ମାନେ କୋଟପାଡ଼ ଲ୍ୟାମ ସ ଦ୍ୱାରା ଧାନ କ୍ରୟ କରି ଦଲାଲ ମୁକ୍ତ ମଣ୍ଡି କରିବା ପାଇଁ ସୋମବାର ଜ଼ିଲ୍ଲା ପାଳ ଙ୍କ ଦ୍ୱାରସ୍ତ ହୋଇଥିବା ଜଣା ଯାଇଛି ସୂଚନା ଅନୁଯାଇ ଭିବିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ପାଣି ପଞ୍ଚାୟତ ନାମ ରେ ଧାନ କ୍ରୟ କରିବା ପାଇଁ ଦଲାଲ ମାନେ ପଞ୍ଜି କୃତ କରି ନିଜ ର ସ୍ୱାର୍ଥ ହାସଲ କରିବା ପାଇଁ ଜଳ ସେଚି ତ ଓ ଅଣ ଜଳ ସେଚି ତ ଜମି. ଡଙ୍ଗର. ସମେତ ଅଣ ଚାଷୀ ଙ୍କ ନାମ କୁ ପଞ୍ଜି କରଣ କରି ମାଲାମାଲ ହୋଇଥାନ୍ତି. ଫଳରେ ପ୍ରକ୍ରୁତ ଚାଷୀ ଧାନ ବିକ୍ରି କରିବା ପାଇଁ ବହୁତ ସମସ୍ୟା ର ସମୁଖୀନ ହେବାକୁ ପଡି ଥାଏ.ତେଣୁ ଆମ ପଞ୍ଚାୟତ ରେ ଯେଉଁ ପାଣି ପଞ୍ଚାୟତ କୁ ଖରିଫ ଧାନ କିଣିବା ପାଇଁ ପଞ୍ଜି କରଣ କରାଯାଇଛି ତାହାକୁ ତୁରନ୍ତ ରଦ କରିବା ପାଇଁ ଜ଼ିଲ୍ଲା ପାଳ. ଜ଼ିଲ୍ଲା ଯୋଗାଣ ଅଧିକାରୀ. ଉପ ଜ଼ିଲ୍ଲା ପାଳ ଏବଂ ସ୍ଥାନୀୟ ତହସିଲ ଦାରଙ୍କୁ ଲିଖିତ ଜଣାଇଛୁ ବୋଲି ଚାଷୀ ମାନେ ଗଣ ମାଧ୍ୟମ କୁ ସୂଚନା ଦେଇ ଥିବା ଜଣା ଯାଇଛି. ଅନ୍ୟ ମାନଙ୍କମଧ୍ୟରେ. ସରପଞ୍ଚ ସହଦେବ ରନ୍ଧାରୀ. ସମିତି ସଭ୍ୟ ଗୁରନାଥ ହରିଜନ. ଜଗବନ୍ଧୁ ସମରଥ.ନୀଳ କଣ୍ଠ ନାୟକ. ରଞ୍ଜିତ ବିଶୋଇ.ଙ୍କ ସମେତ ଅଞ୍ଚଳ ର ବହୁ ଚାଷୀ ମାନେ ଉପସ୍ଥିତ ଥିବା ଜଣା ଯାଇଛିପ୍ରଶା ସନ ର ପଦେକ୍ଷ ପ କୁ ଅପେକ୍ଷା କରିଛୁ ନ ଚେତ ଚତିଶ ଗଡ଼ ସୀମାନ୍ତରେ ଅନସନ ରେ ବସିବୁ ବୋଲି ଚାଷୀ ମାନେ ଗଣ ମାଧ୍ୟମ କୁ ସୂଚନା ପ୍ରଦାନ କରିଥିବା ଜଣା ଯାଇଛି କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ନି ଉ ସ ଉପାନ୍ତ ଓଡିଶା