ବାର୍ଷିକ କ୍ରୀଡା ଉଦ୍ଘାଟନ

ବୋଲଗଡ ବ୍ଲକ (ଉପାନ୍ତଖବର ମାନସ ରଞ୍ଜନ କର)୮/oeଗୁରୁବାର ପଞ୍ଚପଲ୍ଲୀ ସରକାରୀ ଉଚ୍ଚବିଦ୍ୟାଳୟ ମାଣିବନ୍ଧର ବାର୍ଷିକ କ୍ରୀଡା ୨୦୨୫/୨୬ଉଦ୍ଘାଟନ ହୋଇ ଯାଇଅଛି ଏଥିରେ ସ୍କୁଲ କମିଟିର ସଭାପତି ଗୌରି ନାୟକ, ଉପ ସଭାପତି ଉପାନ୍ତ ଖବର ର ରିପୋର୍ଟର ମାନସ ରଞ୍ଜନ କର, ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସାହିତ କରିଅଛନ୍ତି ସ୍କୁଲର ପ୍ରଧାନ ଶିକ୍ଷକ ଅମର କୁମାର ବେହେରା ତାଙ୍କର ଉଦ୍ଘାଟନ ଭାଷଣରେଆମ ଜୀବନରେ କ୍ରୀଡାର ଭୂମିକା ସଂପର୍କରେଆଲୋଚନା କରିଥିଲେ ବିଜ୍ଞାନ ଶିକ୍ଷାକସନ୍ତେସ କୁମାର ବେହେରାମଞ୍ଚ ପରିଚାଳନା କରିଥିଲେ ଓ ଶ୍ରୀମତି ସ୍ଵର୍ଣ୍ଣଲତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେଏଥିରେ କ୍ରୀଡା ଶିକ୍ଷକ ପ୍ରଦୀପ ସେଠୀ, ପ୍ରଭାକରବଳ ବନ୍ତରାୟ,ମିତାଳି ଜେନା, ଶୁଭଶ୍ରୀ ବିଶ୍ଵାଳ,ଲଲିତା ନାୟକ, ସୌମ୍ୟା ଶ୍ରୀ ପଣ୍ଡା,ରଶ୍ମିତା ବିଶ୍ଵାଳ,ଶୁମିତ୍ରା ପ୍ରଧାନ, ଚିନ୍ତ୍ଯୟ ମଲ୍କିକ, ବିନୋଦ ବିହାରି ପରମାଣିକଓଭାଷ୍କର ତ୍ରିପାଠୀ, ସତ୍ୟ ପ୍ରମୁଖ ଅଂଶ ଗ୍ରହଣ କରି ପିଲାମାନଙ୍କୁ ଉତ୍ସାହିତ କରିଥିଲେ ରହି ଥିଲା
