April 11, 2025

କାଶୀନଗର ହରିଜନ ସାହି ମଧ୍ୟରେ ଗତ ଦୁଇ ଦିନ ହେଲା ବାଣ ଫୁଟଉବା ସମୟରେ ଏ.ନାଗେୟ ଓ ଏସ. ବାଲେୟ ଙ୍କ ଦୁଇଟି ଘରେ ବାଣର ନିଆଁ ପଡି ଘର ପୋଡି ହୋଇ ଯାଇଥିଲା

Share

 

 

 

କାଶୀନଗର ହରିଜନ ସାହି ମଧ୍ୟରେ ଗତ ଦୁଇ ଦିନ ହେଲା ବାଣ ଫୁଟଉବା ସମୟରେ ଏ.ନାଗେୟ ଓ ଏସ. ବାଲେୟ ଙ୍କ ଦୁଇଟି ଘରେ ବାଣର ନିଆଁ ପଡି ଘର ପୋଡି ହୋଇ ଯାଇଥିଲା . ପାରଳାଖେମୁଣ୍ଡି ବିଧାୟକ ଏ ଖବର ଶୁଣିଲା ପରେ ବିପନ୍ନ ଙ୍କ ଘରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ପରେ ସରକାରୀ ସହାୟତା ସହ ପକ୍କା ଘର ଦେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଲେ ଏବଂ ସେମାନଂକୁ କିଛି ଆର୍ଥିକ ସହାୟତା ମଧ୍ୟ କରିଥିଲେ. ଏହି ସମୟରେ କାଶୀନଗର ଏନ ଏ ସି ଉପାଧ୍ୟକ୍ଷ ରଘୁ ରାମ ସାହୁ, ୱାର୍ଡ ସଭ୍ୟ ଜୀବରତ୍ନ ଓ ବିଜେଡି ଦଳର ପ୍ରମୁଖ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ.(ଅନନ୍ତ ଆପଟ )

You may have missed