November 15, 2024
Share

 

 

୧-ପୁଣି ଚିନ୍ତା ବଢାଇଲା ଆଳୁ, କେଜି ଛୁଇଁଛି ୬୦, କଟକ, ଭୁବନେଶ୍ୱରରେ ଗୋଦାମରେ ଆଳୁ ସଙ୍କଟ।

 

୨-ପଶ୍ଚିମ ବଙ୍ଗରୁ ଆସୁନି ଆଳୁ,ଆଳୁ ଆମଦାନୀ ସ୍ବାଭାବିକ ପାଇଁ ଉଦ୍ୟମ ହେଉଛି: ମନ୍ତ୍ରୀ

 

୩-ଆଜି ମହାପ୍ରଭୁଙ୍କ ବନକଲାଗି ନୀତି,୪( ୫ଟାରୁ ରାତି ୯ଟା) ଘଣ୍ଟା ସାଧାରଣ ଦର୍ଶନ ବନ୍ଦ।

 

୪-ଟ୍ରାପ୍ ଲାଇନ୍ ପ୍ରଭାବରେ ରାଜ୍ୟରେ ଆହୁରି ୩ ଦିନ ବର୍ଷିବ । ଆଜି ପ୍ରବଳ ବର୍ଷା ନେଇ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି।

 

୫-ନିର୍ବାଚନ ସତ୍ୟପାଠରେ ସମ୍ପତ୍ତି ଭୁଲ ଦର୍ଶାଇଥିବା ମାମଲାରେ ବିଧାୟକ ଅରୁଣ ସାହୁଙ୍କୁ ହାଇକୋର୍ଟଙ୍କ ନୋଟିସ।

 

୬-ଝାରସୁଗୁଡାରେ ଗ୍ୟାସ୍ ଲିକ୍, ଜଣେ ଶ୍ରମିକ ମୃତ, ୫ ଜଣ ଅସୁସ୍ଥ,କାରଖାନାରେ ଉତ୍ତେଜନା।

 

୭-୧୧ରୁ ୧୫ ଯାଏଁ ବିଜେପିର ‘ହର୍ ଘର୍ ତ୍ରିରଙ୍ଗା’ କାର୍ଯ୍ୟକ୍ରମ।

 

୮-ପୋଲାଭରମ ଗସ୍ତରେ ଯିବେ ବିଜେଡି ଟିମ୍‌‌.. ଟିମ୍‌‌ ଗଠନ କଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ।

 

୯-କଳିଙ୍ଗ ଷ୍ଟାଡିୟମରେ ଜାତୀୟ ସନ୍ତରଣ ପ୍ରତିଯୋଗିତା ଉଦ୍‌ଘାଟିତ, ନିଜ ରାଜ୍ୟର ପ୍ଲାକାର୍ଡ ଧରି କ୍ରୀଡ଼ାବିତଙ୍କ ଫ୍ଲାଗମାର୍ଚ୍ଚ ପ୍ରଦର୍ଶନ।

 

୧୦-ମୁଖ୍ୟମନ୍ତ୍ରୀଙ୍କ ସହିତ ନୀତି ଆୟୋଗ ସି.ଇ.ଓଙ୍କ ଆଲୋଚନା । ବିକଶିତ ଓଡିଶା ପାଇଁ ଭିଜନ ଡକ୍ୟୁମେଣ୍ଟ-୨୦୩୬ ଏବଂ ଭିଜନ ଡକ୍ୟୁମେଣ୍ଟ-୨୦୪୭ କରାଯିବ ପ୍ରସ୍ତୁତ।

 

୧୧-ଭୁବନେଶ୍ୱର: ବିନ୍ଦୁସାଗର ଲେଜର ଶୋ’ ପୁଣି ଚାଲିଲା।

 

୧୨-ଉତ୍ତର ଭୁବନେଶ୍ୱର:ଘରେ ଲହଡ଼ି ମାରୁଛି ବର୍ଷା ଜଳ, ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ।

 

୧୩-ବିନିକା:ପୋଲିସ ପିସ୍ତଲରୁ ଗୁଳି ଫୁଟି ୨ ମୃତ, ବଚସାକୁ ନେଇ ଘଟିଛି ଗୁଳିକାଣ୍ଡ।

 

୧୪-କେନ୍ଦ୍ରାପଡ଼ା, ବରୁଣେଇ ମୁହାଣ:ପବନରେ ଓଲଟିଲା ୩ଟି ବୋଟ୍‌, ୧୨ ମତ୍ସ୍ୟଜୀବୀ ସୁରକ୍ଷିତ ଉଦ୍ଧାର।

 

୧୫-ନିମାପଡ଼ା:ମୁରାରୀପୁର ମୁଖ୍ୟ କେନାଲରେ ୧୦ ଫୁଟର ଘାଇ, ଚାଷ ଜମିରେ ମାଡ଼ିଗଲା କେନାଲ ପାଣି।

 

୧୬-ଅଲିମ୍ପିକ୍ସ ଜାଭେଲିନ୍‌ ଥ୍ରୋ ଫାଇନାଲରେ ନୀରଜ ଚୋପ୍ରା, ପ୍ରଥମ ଥ୍ରୋରେ ୮୯.୩୪ ମିଟର ପକାଇଲେ ନୀରଜ।

 

୧୭-ସେନା ଯବାନଙ୍କ ପାଇଁ ସ୍ବତନ୍ତ୍ର ଜୋତା ପ୍ରସ୍ତୁତ କଲା ଆଇଆଇଟି ଇନ୍ଦୋର, ପ୍ରତି ପାଦରେ ହେବ ବିଦ୍ୟୁତ ଉତ୍ପନ୍ନ।

 

୧୮-ବିଡ଼ି, ସିନେ ଓ ଖଣି ଶ୍ରମିକ ପିଲାଙ୍କ ପାଇଁ ଛାତ୍ରବୃତ୍ତି ଆବେଦନ ଅବଧି ୩୧ ଯାଏଁ ବୃଦ୍ଧି।

 

୧୯-ଆଜି ଦଶମ ଜାତୀୟ ହସ୍ତତନ୍ତ ଦିବସ, ସନ୍ଥ କବୀର ଓ ଜାତୀୟ ହସ୍ତତନ୍ତ ପୁରସ୍କାର ପ୍ରଦାନ କରିବେ ଉପରାଷ୍ଟ୍ରପତି।

 

୨୦-BSNL 4G ସେବାକୁ ନେଇ ବଡ଼ ଖବର, ୧୫ ହଜାରରୁ ଅଧିକ ଟାୱାର ହେଲା ଲାଇଭ୍।

 

୨୧-କୁସ୍ତି ଫାଇନାଲ୍‌ରେ ପହଞ୍ଚି ପଦକ ନିଶ୍ଚିତ କଲେ ଭିନେଶ ଫୋଗାଟ।

 

୨୨-ଅଶାନ୍ତ ବାଂଲାଦେଶ – ନେପାଳ ଦୂତାବାସ ଜାରିକଲା ସତର୍କ ସୂଚନା।

 

🙏 *ସୁପ୍ରଭାତ, ଗୁଡମର୍ଣିଂ* 🙏