ଆଜିର ଖବର..

୧-ରାଜ୍ୟ କ୍ୟାବିନେଟ୍ ବୈଠକରେ ୪ଟି ପ୍ରସ୍ତାବ ଉପରେ ମୋହର,ଜୈବ ପ୍ରଜୁକ୍ତି ବିଜ୍ଞାନର ବିକାଶ ପାଇଁ ଖର୍ଚ୍ଚ ହେବ ୧୧୧୩ କୋଟି, ମୁଖ୍ୟମନ୍ତ୍ରୀ ସହର ବିକାଶ ଯୋଜନା ପାଇଁ ୬ ହଜାର କୋଟି ଓ ଛେଳି ଗଡ଼ ପ୍ରକଳ୍ପକୁ୧୫୧ କୋଟି ।
୨-ଏଥର ରଜରେ ରଜ ପାଗ, ବର୍ଷାରେ ଭିଜିବ ରଜ।ରଜ ବେଳକୁ ମୌସୁମୀ ଅଧିକ ସକ୍ରିୟ ହେବ ।
୩-କଟକ:ଜୁନ୍ ୨୨ ତାରିଖରେ ଗୃହରକ୍ଷୀ ପଦବୀ ନିମନ୍ତେ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ।
୪-କୋଭିଡକୁ ନେଇ ବଢୁଛି ଡର; ଲକ୍ଷଣ ଥିଲେ ରଥଯାତ୍ରାକୁ ଯିବା ମନା।
୫-ରାଜ୍ୟରେ ନୂଆ ୭ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ,ଆସିପାରେ ସ୍ୱତନ୍ତ୍ର ମାର୍ଗଦର୍ଶିକା।
୬-ରଥଯାତ୍ରା ପରିଚାଳନା ପାଇଁ ମନ୍ତ୍ରିସ୍ତରୀୟ କମିଟି ଗଠନ, ଆଇନ୍ ବିଭାଗ ପ୍ରମୁଖ ସଚିବଙ୍କୁ କମିଟିର ଆବାହକ ଦାୟିତ୍ବ।
୭-ମୁଖ୍ୟମନ୍ତ୍ରୀଙ୍କ ନିଯୁକ୍ତି ମେଳା; ୭ଟି ବିଭାଗରେ ୧୨୪୮ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ।
୮-ଭୁବନେଶ୍ୱର:ନବନିଯୁକ୍ତ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ‘ଦୁର୍ନୀତି ଠାରୁ ଦୂରେଇ ରୁହ’।
୯-କଳାହାଣ୍ଡି ଡେପୁଟି କଲେକ୍ଟରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ, ଦୁର୍ନୀତି ଅଭିଯୋଗରେ ହେଲେ ସସପେଣ୍ଡ୍।
୧୦-ଆଗାମୀ ୪ଦିନ ପାଇଁ ରାଜ୍ୟକୁ ବିଜୁଳି ଘଡ ଘଡିର ଭୟ, ଜାରି ହେଲା ୟଲୋ ୱାର୍ଣ୍ଣିଂ।
୧୧-ବାଲେଶ୍ୱର ଏସପିଙ୍କ କାର୍ଯ୍ୟାନୁଷ୍ଠାନ, ଅନିୟମିତ କାର୍ଯ୍ୟ କରି ୫ କନେଷ୍ଟବଳ ସସ୍ପେଣ୍ଡ୍।
୧୨-ଅଗଷ୍ଟ ୩ରେ ହେବ ନିଟ୍ ପିଜି ପରୀକ୍ଷା,ପୂର୍ବରୁ ଜୁନ୍ ୧୫ରେ ପରୀକ୍ଷା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା।
୧୩-ଭାରତ-ଇଂଲଣ୍ଡ ସିରିଜ୍ ନାଁ ପରିବର୍ତ୍ତନ,ଥିଲା ପଟୌଦି ଟ୍ରଫି ହେଲା ସଚିନ୍-ଆଣ୍ଡରସନ୍ ଟ୍ରଫି।
୧୪-ଭାରତରେ ଉପଗ୍ରହଭିତ୍ତିକ ଇଣ୍ଟରନେଟ ବ୍ୟବସାୟ ପାଇଁ ଏଲନ ମସ୍କଙ୍କ ଷ୍ଟାରଲିଙ୍କ କମ୍ପାନୀକୁ ମିଳିଲା ଭାରତ ସରକାରଙ୍କ ଅନୁମତି।
୧୫-ବିଶ୍ଵର ସର୍ବୋଚ୍ଚ ସେତୁ, ଚେନାବ ରେଲଓ୍ବେ ସେତୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
୧୬-ନୁଆ ଦିଲ୍ଲୀ:ଦେଶରେ ୫ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା।
୧୭-ମୁମ୍ବାଇ:୮୫୫ କୋଟିର ସମ୍ପତ୍ତି ବିକ୍ରି କଲେ ଅଭିନେତା ଜିତେନ୍ଦ୍ର।
୧୮-ତେଜିଲା ବିବାଦ – ଏଲନ ମସ୍କଙ୍କ ପାଇଁ ହ୍ୱାଇଟ ହାଉସ ବନ୍ଦ କଲେ ଟ୍ରମ୍ପ।
୧୯-ଢାକା: ଆସନ୍ତା ବର୍ଷ ଏପ୍ରିଲରେ ହେବ ବାଂଲାଦେଶ ନିର୍ବାଚନ।
୨୦-ଆମେରିକା ଓ ଇସ୍ରାଏଲ ସହ ଯୁଦ୍ଧ କରିବାକୁ ପ୍ରସ୍ତୁତ ହେଉଛି ଇରାନ । ୮ ଶହ ବାଲାଷ୍ଟିକ ମିସାଇଲ କିଣିବାକୁ ଚୀନ ସହ ବଡ଼ ଡିଲ୍।
🙏 *ସୁପ୍ରଭାତ, ଗୁଡମର୍ଣିଂ* 🙏