March 10, 2026

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଖାତିର ନ କରି ବିଜେଡିର ମାରାଥନ ପ୍ରଚାର..

chas8
Share

କୋଟପାଡ଼ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରଭାବ କୁ ଖାତିର ନ କରି କୋଟପାଡ଼ ବିଧାନ ସଭା ବିଜେଡି ପ୍ରାର୍ଥି ଚନ୍ଦ୍ର ଶେଖର ମାଝୀ ନିଜ ସହ ସହ ସମର୍ଥକଙ୍କୁ ନେଇ ସହର ର ପ୍ରତି ୱାର୍ଡ ଏବଂ ବ୍ଲକର ଗାଁ କୁ ଗାଁ ଯାଇ ବ୍ୟାପକ ପ୍ରଚାର କରୁ ଥିବାର ଜଣା ଯାଇଛି. ପ୍ରଚାର ସମୟ ରେ ନବୀନ ସରକାର ଅମଳ ରେ ହୋଇଥିବା ଉନ୍ନତି ମୂଳକ କାମ କୁ ନେଇ ଭୋଟର ଙ୍କୁ ଅବଗତ କରି ବିଜେଡି କୁ ଭୋଟ ଦେବାକୁ ଅନୁରୋଧ କରୁଛନ୍ତି. ଯୁବ ଛାତ୍ର ମହିଳା ସମେତ ଦଳର ସମସ୍ତ ନେତା ଓ କର୍ମୀ ଘର ଘର ବୁଲି ଭୋଟ ପାଇଁ ଅନୁରୋଧ କରୁଥିବା ବେଳେ ଅଞ୍ଚଳ ରେ ବାଇକ ରାଲି ମଧ୍ୟ ରେ ମଧ୍ୟ ଜୋରଦାର ପ୍ରଚାର ଚାଲିଛି I (କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା )