September 19, 2026

ମୋହନା ଜଗନ୍ନାଥ ମନ୍ଦିର ସାହି ରେ ସୁଭଦ୍ରା ଯୋଜନା ସାମିଲ ରେ ପ୍ରଦୀପ ପ୍ରଜ୍ବଳନ …

IMG-20250307-WA0024
Share

ମୋହନା ବ୍ଲକ ଅନ୍ତର୍ଗତ ସ୍ଥାନୀୟ ଜଗନ୍ନାଥ ମନ୍ଦିର ସାହିରେ ଆଜି ସନ୍ଧ୍ୟା ସମୟରେ ସୁଭଦ୍ରା ଯୋଜନା ର ସଫଳ ରୂପାୟନ ହୋଇଥିବାରୁ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଘୋଷଣା ପ୍ରକାରେ ଏକ ବଢାନ୍ୟ ପରିବେଶ ମଧ୍ୟରେ ସୁଭଦ୍ରା ଦେବୀ ଙ୍କ ଝୁଟି ଆଙ୍କି ପ୍ରଦୀପ ପ୍ରଜ୍ବଳନ କରିବା ଶହ ଘିଅ ଦୀପ ଜାଳି ହୁଳ ହୁଳି ସହ ସୁଭଦ୍ରା ଯୋଜନାର ସଫଳ କାର୍ଯ୍ୟକାରିତା ପର୍ବ ପାଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସିଡ଼ିପିଓ ସୁବିତା ପଟ୍ଟନାୟକ, ଅଙ୍ଗନୱାଡ଼ି କର୍ମୀ, ସହାୟିକା, ଆଶା କର୍ମୀ ଙ୍କ ସମେତ ସାହିର ଶତାଧିକ ସୁଭଦ୍ରା ଯୋଜନା ରେ ସାମିଲି ହୋଇଥିବା ମହିଳା ଯୋଗ ଦେଇଥିଲେ।