June 29, 2024

ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ସାରା କେନ୍ଦୁଝର ଜିଲ୍ଲା ପରିକ୍ରମା

Share

ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ସାରା କେନ୍ଦୁଝର ଜିଲ୍ଲା ପରିକ୍ରମାବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ସାରା କେନ୍ଦୁଝର ଜିଲ୍ଲା ପରିକ୍ରମା 

ହାଟଡ଼ିହି ବଜରଙ୍ଗ ଦଳ ଦ୍ୱରା ଏକ ଭବ୍ୟ ବାଇକ ଶୋଭାଯାତ୍ରା ରେ ହାଟଡିହି ବ୍ଲକ ର ଚୋରଗଡ଼ିଆ ଛକ ଠାରୁ ଛେନାପଦି, ଅଣା, ହାଟଡିହି, ମରେଇ ଗାଁ ଓ ଜଳକଳଙ୍ଗ ଦେଇ ହାଟଡ଼ିହି ର ଶ୍ରୀହନୁମାନ ମନ୍ଦିର ନିକଟରେ ରଥ ପହଂଚି ଥିଲା। ବାଟରେ ଗାଁ ବସ୍ତିର ମହିଳା ପୁରୁଷ ମାନେ ପୁଷ୍ପ ,ଦୀପ ,ଏବଂ ଶଙ୍ଖ ଧ୍ୱନୀ ରେ ରଥ କୁ ଭବ୍ୟ ସ୍ୱାଗତ ଜଣାଇଥିଲେ। ଏ କାର୍ଯ୍ୟକ୍ରମ ରେ ରଥ ସହ ଘନଶ୍ୟାମ ମହାନ୍ତ ଯାତ୍ରା ପ୍ରମୁଖ, ଗଣେଶ୍ୱର ସାହୁ ଯାତ୍ରା ପ୍ରବକ୍ତା, ସତ୍ୟନାରାୟଣ କାରଜି ରଥ ପ୍ରମୁଖ, ହଳଧର ସାହୁ ଯାତ୍ରା ସଂଯୋଜକ ପ୍ରମୁଖ ଆସିଥିବା ବେଳେ ବଜରଙ୍ଗ ଦଳ ର ପ୍ରମୁଖ ଜଗନ୍ନାଥ ପୃଷ୍ଟି, ବରିଷ୍ଠ କାର୍ଯ୍ୟକାର୍ତ୍ତା ଅଜୟ ସାହୁ, କଳ୍ପତରୁ ପୃଷ୍ଟି, ତପନ ମହାଳିକ, ବିଶ୍ଵନାଥ ସାହୁ, ଚନ୍ଦ୍ରଧ୍ୱଜ ସାହୁ, ବସନ୍ତ ନାୟକ, ଚନ୍ଦନ ସାହୁ,ସୁଶାନ୍ତ ଜେନା, ଦେବାଶିଷ ନାୟକ, ଦୀପକ ଜେନା, ସୁଧାଂଶୁ ଶେଖର ବେହେରା, ଶ୍ରିତମ ସାହୁ,ପ୍ରଶାନ୍ତ ସାହୁ,ଶୁଭମ ବୈଠା ରାଜେନ୍ଦ୍ର ମଣ୍ଡଳ, ରାଜେଶ କୁମାର ଜେନା, ନୀଳମାଧଵ ଭୁଇଁଆ, ସୁସେନ ପଢ଼ିଆରୀ, ଜାତୀନ୍ଦ୍ର ଆଇଚ, ସଂଜୀବ ଜେନା, ସଂଗ୍ରାମ ବେହେରା, ସିପୁ ଜେନା, ଯଦୁମଣି ମୁଦୁଲି, ରମାକାନ୍ତ ମୁଦୁଲି, ବାଙ୍କୁ ସାହୁ, ଭାବଗ୍ରାହୀ ସାହୁ, କମଳ କୁମାର ରଣା, ଶୁଭମ ନାୟକ, ଦେବେନ୍ଦ୍ର ଜେନା, ସୁଵର୍ଣ ମଣ୍ଡଳ, କାହ୍ନ ବେହେରା, ନିରାକାର ସେଠୀ, ସାନ୍ତୁନ ସାହୁ,ନରେଶ ବେହେରା, ମାନସ ଜେନା, ରୁଦ୍ରପ୍ରସାଦ ଜେନା, ବାଦଲ ସାହୁ, ସୁରଜ ବିଶ୍ୱାଳ ,ସୋମନାଥ ରାଜ ଙ୍କ ସମେତ ୪୦୦ ରୁ ଅଧିକ ବଜରଙ୍ଗ ଦଳର କର୍ମୀ ଏକ ଭବ୍ୟ ଶୋଭାଯାତ୍ରାରେ ରଥ କୁ ଗ୍ରାମେ ଗ୍ରାମେ ବୁଲାଇଥିଲେ।
ସୋମେଶ ପରିଡ଼ା ଙ୍କ ରିପୋର୍ଟ ହାଟଡିହି ରୁ