November 26, 2024

Day: August 6, 2024

ବିଳମ୍ବିତ ରାତିରେ ମେଡିକାଲ କର୍ମଚାରୀଙ୍କୁ ମାଡ଼, ଥାନାରେ ମାମଲା ରୁଜୁ 

  ଗଞ୍ଜାମ ସହରରେ ଅବସ୍ତିତ ଗଞ୍ଜାମ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ସିକ୍ୟୁରିଟି ଓ ସୁଇପେରଙ୍କୁ ରବିବାର ବିଳମ୍ବିତ ରାତିରେ ମାଡ଼ ମରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି।...

ଜ଼ିଲ୍ଲା ସ୍ତରୀୟ ହାକାଥନ 2.0 ପ୍ରତିଯୋଗିତା ଅନୁଷ୍ଠିତ 

ରାୟଗଡା : ରାୟଗଡ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ହାକାଥନ ୨.୦ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗୀତାରେ ମୋଟ ୧୫ଟି ପ୍ରକଳ୍ପ...

ବିଷଧର ସାପ କାମୁଡ଼ାରେ ଆଡବାୟାର ମୃତ୍ୟୁ

ବୁଗୁଡା : ତା ୦୬/୦୮/୨୪ : ବୁଗୁଡା ବ୍ଲକ ଗୌଡିଆବୋରଦା ପଞ୍ଚାୟତ ଅନ୍ତର୍ଗତ ଗୁଡିପଲ୍ଲୀ ଗ୍ରାମର ଜନୈକ ଅଧପାଗଳ ସାବାଳକର ମୃତ୍ୟୁ ଘଟିଥିବା ଜଣାଯାଇଛି । ମୃତକ...

ତିରିଶି ବର୍ଷରେ ପଦାର୍ପଣ କଲା ଗାଙ୍ଗପୁର ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନ

  ବେଲଗୁଣ୍ଠା, 06/08, ଗାଙ୍ଗପୁରରେ ପ୍ରଥମ ଘରୋଇ ଶିକ୍ଷାନୁଷ୍ଠାନ ଭାବେ ଗଢ଼ି ଉଠିଥିବା ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନ 29 ବର୍ଷ ପୂରଣ କରିସାରିଥିବା ବେଳେ ଆଜି...

ଭଂଜନଗର ତହସିଲଦାର ଙ୍କ ଦ୍ଵାରା ବିଦ୍ୟାଳୟ ମାନଙ୍କୁ ପଟ୍ଟା ବଣ୍ଟନ  ..

  ଭଂଜନଗର, ୬ ଅଗଷ୍ଟ: ଆଜି ଭଂଜନଗର ସହରରେ ଅବସ୍ଥିତ ଘୁମୁସର ତହସିଲଦାର ଶ୍ରୀ ଉମା ଶଙ୍କର ବେହେରାଙ୍କ ଦ୍ଵାରା ଭଂଜନଗର ବ୍ଳକ ର ୧୦ଟି ବିଦ୍ୟାଳୟ...

ଅଭିଯୋଗ ଶୁଣାଣି ଶିବିରରେ ପାଞ୍ଚଶହ ରୁ ଉର୍ଦ୍ଧ ଅଭିଯୋଗ

  ପାଟଣାଗଡ଼ ବ୍ଲକ ବରପଦର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ...

କାଶୀନଗର ବିଡ଼ିଓଙ୍କ ସକ୍ଷମ ଅଙ୍ଗନାୱାଡି କେନ୍ଦ୍ର ପରିଦର୍ଶନ 

    କାଶୀନଗର, ରାଜ୍ୟ ସରକାରଙ୍କ ଯେଉଁ 100 ଦିନ ଭିତରେ ଯେଉଁ କେତେକ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ରହିଛି ସେଥି ମଧ୍ୟରୁ ବ୍ଲକର ଅଙ୍ଗନାୱାଡି କେନ୍ଦ୍ର...

ନୃସିଂହନାଥ ପୀଠ ର ଫାଇଭଟି ବିଲଡିଙ୍ଗ କାମର ଛାତରୁ ପାଣି ଝରିବା ଘଟଣା, ବିଜେପି ଯୁବନେତା ଙ୍କ ତଦନ୍ତ ଦାବି l 

    ବରଗଡ଼/ ପଦ୍ମପୁର : (ଉପାନ୍ତ ଖବର) ପଶ୍ଚିମ ଓଡ଼ିଶା ର ପ୍ରସିଦ୍ଧ ତିର୍ଥଖେତ୍ର ନୃସିଂହନାଥ ପୀଠ ରେ ଫାଇଭଟି ଯୋଜନା ରେ ଲକ୍ଷ ଲକ୍ଷ...

ଅଭିଯୋଗ ଶୁଣାଣି ଶିବିରରେ ପାଞ୍ଚଶହ ରୁ ଉର୍ଦ୍ଧ ଅଭିଯୋଗ

  ପାଟଣାଗଡ଼ ବ୍ଲକ ବରପଦର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ...

ଗଞ୍ଜାମର କବିତାଘର ସାହିତ୍ୟ ସମ୍ମାନ ୨୦୨୪ ଘୋଷଣା

  ଓଡିଶାର ଏକ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଗଞ୍ଜାମର କବିତାଘର ଲିଟେରାରୀ ଟ୍ରଷ୍ଟ,ବ୍ରହ୍ମପୁର ୨୦୨୪ ବର୍ଷ ନିମନ୍ତେ ସାହିତ୍ୟ ପୁରସ୍କାର ଘୋଷଣା କରିଅଛି । ଅନୁଷ୍ଠାନର ଅଧ୍ୟକ୍ଷ...

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.