April 28, 2026

ସରିଡି ସାଇ ବାବା ମନ୍ଦିରରେ ବୃକ୍ଷ ରୋପଣ ଅନୁଷ୍ଠିତ

f93bde60-f6ae-44c0-8820-7406f62f4544
Share

[20:20, 06/07/2023] Ganesh Bisoi Media: .
[20:20, 06/07/2023] Ganesh Bisoi Media: କୋରାପୁଟ ଜ଼ିଲ୍ଲା କୋଟପାଡ଼ ନବ ନିର୍ମିତ ସିରିଡ଼ି ସାଇ ବାବା ମନ୍ଦିର ପରିସର ରେ ଆଇନ ପ୍ରାଧିକରଣ କୋଟପାଡ଼ ତାଲୁକ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ପି ଏଲ ଭି ସଭ୍ୟ ଶ୍ରୀ ହେମନ୍ତ ପାତ୍ର ଙ୍କ ନେତୃତ୍ୱ ରେ ହୋଇଥିବା କାର୍ଯ୍ୟକ୍ରମ ରେ ସର୍ବ ଶ୍ରୀ ଜୟନ୍ତ ପଟନାୟିକ. ପ୍ରଶାନ୍ତ କୁମାର ସାହୁ. କୁଞ୍ଜ ବିହାରୀ ବୈଦ ଅଚୁତନନ୍ଦ ବକ୍ସଇ. ଶିବ ନାୟିକ ଙ୍କ ସମେତ ସମସ୍ତ ମନୋନୀତ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ. କୋରାପୁଟ ଜ଼ିଲ୍ଲା ପ୍ରତି ନିଧି କୋଟପାଡ଼ ରୁ ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ନିୟୁସ ଉପାନ୍ତ ଓଡିଶା.