ଶ୍ରୀମତ ସ୍ଵାମୀ ନିଗମାନନ୍ଦ ପରମହଂସ ଦେବଙ୍କ ୩୨ତମ ଗୃହାଶନ୍ବାର୍ଷିକ ଉତ୍ସବ

ବୋଲଗଡ ବ୍ଲକ( ଉପାନ୍ତ ଖବର ମାନସ ରଞନ କର) ଛାମୁଡିଆନୂଆପଲ୍ଲୀ ଗ୍ରାମରେ ଶ୍ରୀମତ ସ୍ଵାମୀ ନିଗମାନନ୍ଦ ପରମହଂସ ଦେବଙ୍କ ୩୨ତମ ଗୃହ ଶନ୍ବାର୍ଷିକ ଉତ୍ସବ ପାଳିତ ହୋଇଯାଇଅଛି ଶାଖାସଂଘ ବେଗୁନିଆ ନିଳାଚଳ ସାରସ୍ଵତ ସଂଘ ପୁରୀ ଶିକ୍ଷାବିତ ଭାଗ୍ୟ ଧର ବରାଳ, ଶିକ୍ଷାବିତ ଯୋଗେଶ୍ଵର ସୁନ୍ଦରା, ପ୍ରୀୟବ୍ରତ ହୋତା, ରାମଚନ୍ଦ୍ର ମହାରଣା,ମନମୋହନ ପଣ୍ଡା, ବୃନ୍ଦାବନ ଚିନରା,ବିଜୟ କୁମାର ସାହୁ, କଳ୍ପତରୁ ପଣ୍ଡା, ବୈଦୁଣ୍ଠନାଥ ନାୟକ, ଅଭିମନ୍ୟୁ ପାତ୍ର, ମାନସ ବରାଳ,ପ୍ରକାଶ କରାଳ,ସନ୍ତୋସ ବରାଳ, ରାଜସ ବରାଳ,ପ୍ରସାନ୍ତ ବରାଳ, ପୁଷ୍ପାଜଳିବରାଳ, ବିଷ୍ଣୁପ୍ରିୟା ପ୍ରଧାନ,ଗୁଡ଼ି ପ୍ରଧାନ, ପିଙ୍କି ପ୍ରଧାନ, ମାମୁନି ଦଳାଇ ସମସ୍ତେ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳାର ସହିତ ଉତ୍ସବକୁ ପାଳନ କରିଥିଲେ
