January 7, 2025
Share

 

୧-ଭୁବନେଶ୍ୱର:ଗଣିତ, ବିଜ୍ଞାନ ଓ ଇଂରାଜୀରେ ମୂଳଦୁଆ ଦୁର୍ବଳ, ପ୍ରାଥମିକ ଏବଂ ହାଇସ୍କୁଲରେ ଶିକ୍ଷକ ଅଭାବ।

 

୨-ଖୁବ୍ ଶୀଘ୍ର ୧୧୦ ଡାକ୍ତର ପାଇବେ ନିଯୁକ୍ତି, ବଦଳି ପାରେ OUHS ଠିକଣା।

 

୩-ଦୁଇ ଦିନ ପରେ ପ୍ରବାସୀ ଭାରତୀୟ ଦିବସ, ପଞ୍ଜିକରଣ କଲେଣି ସାଢ଼େ ୩ ହଜାର।

 

୪-ଚିଲିକାରେ ଗଡ଼ିଲା ଶୀତତାପ ନିୟନ୍ତ୍ରିତ କ୍ରୁଜ, ଆରାମଦାୟକ ଯାତ୍ରା କରିବେ ପର୍ଯ୍ୟଟକ।

 

୫-ଭୁବନେଶ୍ୱର:୪.୩୬ କୋଟି ଟଙ୍କାର ଲାଭାଂଶ ପ୍ରଦାନ କଲା ରାଜ୍ୟ ପଣ୍ୟାଗାର ନିଗମ।

 

୬-ଜାନୁଆରୀ ୩୧ ଯାଏ ବଢ଼ିଲା ରେସନ କାର୍ଡ E-KYC ଅବଧି।

 

୭-ଜାଡ଼ରେ ଥରୁଛି ସାରା ଓଡ଼ିଶା, ଘନ କୁହୁଡି ପାଇଁ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି।

 

୮-ଭୁବନେଶ୍ୱର:ଏକ ହଜାର ସ୍କୁଲରେ ଖୋଲିବ ଜୁନିଅର ରେଡ଼କ୍ରସ କ୍ଲବ।

 

୯-ଅଶୁଭ ବର୍ଷର ପ୍ରଥମ ରବିବାର: ବଲାଙ୍ଗିରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୩ ଜୀବନ।

 

୧୦-ତିନିଜଣଙ୍କୁ ଅଙ୍ଗଦାନ କରି ଅମର ହେଲେ କିଟ୍‍ର ପ୍ରହ୍ଲାଦ ରାଉତ , ରାଷ୍ଟ୍ରୀୟ ସମ୍ମାନ ସହ ହେଲା ଶେଷ କୃତ୍ୟ ସଂପନ୍ନ।

 

୧୧-ଭୁବନେଶ୍ୱର:ଆସୁନି ଆଳୁ ଗାଡ଼ି, ମହଙ୍ଗା ହେଲା ଦର; ଚିନ୍ତାରେ ଖାଉଟି।

 

୧୨-‘କାଦମ୍ବିନୀ ସାହିତ୍ୟ ମହୋତ୍ସବ’ ଓ ‘କାଦମ୍ବିନୀ ପତ୍ରିକାହାଟ’, ମରାଠୀ ସାହିତ୍ୟିକ ଡ. ଜ୍ଞାନେଶ୍ୱର ମୁଳେଙ୍କୁ ପ୍ରଦାନ କରାଗଲା ‘ନୀଳିମାରାଣୀ ସାହିତ୍ୟ ସମ୍ମାନ।

 

୧୩-ଶ୍ରୀମନ୍ଦିର ପରିସରରେ ମାରପିଟ୍ ଘଟଣା : ସେବାୟତ ବିଶ୍ବନାଥ ଖୁଣ୍ଟିଆଙ୍କୁ ନିଲମ୍ବିତ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।

 

୧୪-ଯାଜପୁର ରୋଡ:ପଣ୍ଡା ଅଳଙ୍କାର ଲୁଟ ଓ ଗୁଳିକାଣ୍ଡ ଘଟଣା, ଦୁଇ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ୨ ଲକ୍ଷ ଲେଖାଏଁ ସହାୟତା ରାଶି ପ୍ରଦାନ।

 

୧୫-ପ୍ରବାସୀ ଭାରତୀୟ ଦିବସ ପୂର୍ବରୁ ମକ୍ ଡ୍ରିଲ୍, ନିୟୋଜିତ ହେବେ ୮୦ ପ୍ଲାଟୁନ ଓ ୧୦ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ।

 

୧୬-SBIରେ ପୂରଣ ହେବ ୧୫୦ ସ୍ପେଶାଲିଷ୍ଟ୍ କ୍ୟାଡର ଅଫିସର୍ ପଦବୀ।ଗ୍ରାଜୁଏସନ୍‌ ପାଶ୍ କରିଥିବା ପ୍ରାର୍ଥୀ ଏହାର ସୁଯୋଗ ନେଇପାରିବେ।

 

୧୭-ଓୟୋର ନୂଆ ନିୟମ, ଏଣିକି କେବଳ ବିବାହିତ ଦମ୍ପତିଙ୍କୁ ପ୍ରବେଶ ନିମନ୍ତେ ମିଳିବ ଅନୁମତି।

 

୧୮-ଲାଲୁଙ୍କ ଅଫର ପରେ ନିତିଶ କହିଲେ-ଏବେ କୁଆଡ଼େ ଯିବିନି।

 

୧୯-ଗୁଜରାଟର ପୋରବନ୍ଦରରେ ତଟରକ୍ଷୀ ବାହିନୀର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୩ ମୃତ।

 

୨୦-ଋଷର ଆକ୍ରମଣ ଧମକ ପରେ ଭୟଭୀତ ୟୁକ୍ରେନ, ବାୟୁ ପ୍ରତିରକ୍ଷାକୁ ବୃଦ୍ଧି କରିବାକୁ ଆମେରିକାକୁ ସହାୟତା ମାଗିଲେ ଜେଲେନସ୍କି।

 

୨୧-ଟିମ୍‌ ଇଣ୍ଡିଆର ସ୍ବପ୍ନ ଚୁରମାର; ସିଡ୍‌ନୀ ଟେଷ୍ଟରେ ମିଳିଲା ଲଜ୍ଜାଜନକ ପରାଜୟ, WTC ଫାଇନାଲରେ ଅଷ୍ଟ୍ରେଲିଆର ଏଣ୍ଟ୍ରି।

 

୨୨-ଜର୍ଜ ସୋରସଙ୍କୁ ଆମେରିକାର ସର୍ବୋଚ୍ଚ ସମ୍ମାନ ଘୋଷଣା, ଏଲନ ମସ୍କଙ୍କ ସମାଲୋଚନା।

 

*🙏 ସୁପ୍ରଭାତ 🙏*

You may have missed