November 24, 2024

ଗ୍ରାମୀଣ ନ୍ୟାୟଧୀସ ଙ୍କୁ ବିଦାୟ ସମ୍ବର୍ଦ୍ଧନା.

Share

 

କାଶୀନଗର ( ଅନନ୍ତ ଆପଟ )5/11

କାଶୀନଗର ବାର ଏସୋସିଏସନ ତରଫରୁ ଗ୍ରାମୀଣ ନ୍ୟାୟଧୀସ ଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି |

 

କାଶୀନଗର ଠାରେ ଥିବା ଗ୍ରାମୀଣ ନ୍ୟାୟଧୀସ ସୁଶ୍ରୀ ଅଙ୍କିତା ଗୁରୁ ଙ୍କୁ ଏଠାରୁ ବଦଳି ହୋଇଯାଇଛି | ଏଣୁ ଆଜି କାଶୀନଗର ବାର ଏସୋସିଏସନ ଓ କୋର୍ଟ ର କର୍ମଚାରୀ ଙ୍କ ତରଫରୁ ମାନ୍ୟବର ମସଜିଷ୍ଟ୍ରେଟ ଙ୍କୁ ବିଦାୟ ଦିଆଯାଇଛି | ସରକାରୀ ଓକିଲ ଶ୍ରୀରାମୁଲୁ ଓ ଯୁବ ଆଇନଜୀବୀ ଲକ୍ଷ୍ମୀପ୍ରସାଦ,ସୁଜିତ କୁମାର ପଣ୍ଡା, ଶିଶିର ଜେନା, ଆର ଶ୍ରୀନିବାସ ରାଓ ଯୋଗ ଦେଇ ବହୂ ଆଡମ୍ବର ରେ ସୁଶ୍ରୀ ଗୁରୁଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେଇଥିଲେ | ସୁଶ୍ରୀ ଗୁରୁଙ୍କୁ ଏଠାରୁ ଦେବଗଡ଼ ଜିଲ୍ଲା କୁ ବଦଳି ହୋଇଥିବା ଜଣାଯାଇଛି |