July 6, 2024

ବୁଗୁଡ଼ାରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

Share

ବୁଗୁଡ଼ାରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ
ବୁଗୁଡା : ତା ୦୫/୧୧/୨୩ : ସ୍ଥାନୀୟ ସିମାଞ୍ଚଳ ମାର୍ଗଠାରେ ସ୍ବର୍ଗତ ସମାଜସେବୀ ମନୋଜ କୁମାର ଚୌଧୁରୀଙ୍କ ସ୍ମୃତିରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିର ଅବସରରେ ୫୦ ଜଣ ବ୍ଯକ୍ତି ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ଭଞ୍ଜନଗର ବ୍ଲଡ ବ୍ଯାଙ୍କର ଏକ ଟିମ୍ ଉକ୍ତ ଶିବିରରେ ପହଞ୍ଚି ସ୍ବେଚ୍ଛାକୃତ ରକ୍ତଦାତାଙ୍କଠାରୁ ରକ୍ତ ସଂଗ୍ରହ କରିଥିଲେ ।

You may have missed