April 30, 2026

କୁମ୍ଭକର୍ଣ୍ଣ ନିଦ୍ରାରେ ଜାତୀୟ ରାଜପଥ ବିଭାଗ ..

Share

କୋଟପାଡ଼ ସହର ରେ ଜାତୀୟ ରାଜ ପଥ ବହୁ ସ୍ଥାନ ରେ ଗର୍ତ୍ତ ହୋଇଯାଇଛି କିନ୍ତୁ ରାଜ ପଥ ବିଭାଗ ଗାଢ ନିଦ୍ରା ରେ ଶୋଇଥିବାର ଅଭିଯୋଗ ହେଉଅଛି. କୋଟପାଡ଼ ଲେମ୍ପସ ଠାରୁ ଆରମ୍ଭ କରି ପାର୍କ ପାଖ. କୁସୁମୀ ଛକ ଦୁଲପୁର ସାହି ପର୍ଯ୍ୟନ୍ତ ରାସ୍ତା ରେ ଛୋଟ ବଡ଼ ଗର୍ତ୍ତ ହୋଇଯାଇଛି. ଏ ସମ୍ପର୍କ ରେ କୋଟପାଡ଼ ବ୍ଲକ ମିଡ଼ିଆ ଆସୋସି ଏସନ ପକ୍ଷ ରୁ ଉକ୍ତ ବିଭାଗ କୁ ଅବଗତ କରାଯାଇଛି ତୁରନ୍ତ ଦିନେ ଦୁଇ ଦିନ ମଧ୍ୟ ରେ ଏହାର ମରାମତି ହେବ ବୋଲି କନିଷ୍ଟ ଯନ୍ତ୍ରୀ ଶ୍ରୀ ବିଶ୍ୱଜିତ ବରାଳ ଗଣ ମାଧ୍ୟମ କୁ ସୂଚନା ପ୍ରଦାନ କରିଥିବା ଜଣାଯାଇଛି. କୋରାପୁଟ ଜ଼ିଲ୍ଲା ପ୍ରତି ନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର ଓଡିଶା

You may have missed