November 15, 2024

ଉମରକୋଟ ବ୍ଲକ ବୋକା ଠାରୁ କେଶରିବେଢା ରାସ୍ତା ଅବସ୍ଥା ଶୋଚନୀୟ……………

Share

 

ଉମରକୋଟ:-(ଏମ.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଵୋକଦା ଗ୍ରାମ ଠାରୁ କେଶରୀବେଡା ରାସ୍ତା କଥା ନ କହିଲେ ଭଲ l ରାସ୍ତାରେ ପ୍ରତେକ ଦିନ ଛୋଟବଡ଼ ଦୁର୍ଘଟଣା ଘଟି ନିରୀହ ଲୋକଙ୍କ ଜୀବନ ଯାଉଛି l କିନ୍ତୁ ଏଥି ପ୍ରତି କାହାରି ନଜର ନାହିଁ l ଯାହାକୁ ନେଇ ଏ ଅଂଚଳ ର ଲୋକମାନେ ବହୁବାର ରାସ୍ତା ଅବରୋଧ କରିକି କିଛି ପ୍ରଭାବ ପଡୁନି l ଦିନେ ନା ଦିନେ ଏହା ଗୋଟେ ଜନଆକ୍ରୋଶ ରେ ପରିଣତ ହେବାକୁ ଲାଗିଛି l ବେହେଡା ଉଭୟ ପଟେ ରାସ୍ତା ଏପରି ହୋଇଛି ଜେ ଅତି ଜରୁରୀ ନଥିଲେ ଲୋକ ବାହାରକୁ ଦିନ ରାତ୍ରି କାଳୀନରେ ଯିବାକୁ ବିକଳରେ ଡ଼ରୁଛନ୍ତି l ଯାହାକୁ ନେଇ ପିଲାମାନେ ମଧ୍ୟ ସ୍କୁଲ ଯିବାକୁ ଅଭିଭାବକ ମାନେ ଭୟ କରୁଛନ୍ତି l କାଦୁଅ ଚିଟିକା ମାଟି ସହ ବଡବଡ଼ ଗାତ ଯୋଗୁଁ ଜନଜୀବନ ଅସ୍ତବେସ୍ତ ହୋଇଗଲାଣି l ଯଦି ପ୍ରଶାସନ ଏହାର କିଛି ସମାଧାନ ନ କଲେ ତେବେ ଏ ଅଂଚଳ ବାସୀ ଗୋଟେ ଆଗାମୀ ଦିନରେ ବଡଧରଣ ର ପ୍ରତିରୋଧ କରିବାକୁ ପ୍ରଶାସନ କୁ ଉଚିତ ଜବାବ ଦେବେ ବୋଲି ଗ୍ରାମ ବାସୀ କହିଛନ୍ତି ବେହେଡା ଠାରୁ କୋପେନା, ଵୋକଦା, କେଶରୀବେଡା ରାସ୍ତା କଥା ନ କହିଲେ ଭଲ l ରାସ୍ତାରେ ପ୍ରତେକ ଦିନ ଛୋଟବଡ଼ ଦୁର୍ଘଟଣା ଘଟି ନିରୀହ ଲୋକଙ୍କ ଜୀବନ ଯାଉଛି l କିନ୍ତୁ ଏଥି ପ୍ରତି କାହାରି ନଜର ନାହିଁ l ଯାହାକୁ ନେଇ ଏ ଅଂଚଳ ର ଲୋକମାନେ ବହୁବାର ରାସ୍ତା ଅବରୋଧ କରିକି କିଛି ପ୍ରଭାବ ପଡୁନି l ଦିନେ ନା ଦିନେ ଏହା ଗୋଟେ ଜନଆକ୍ରୋଶ ରେ ପରିଣତ ହେବାକୁ ଲାଗିଛି l ବେହେଡା ଉଭୟ ପଟେ ରାସ୍ତା ଏପରି ହୋଇଛି ଜେ ଅତି ଜରୁରୀ ନଥିଲେ ଲୋକ ବାହାରକୁ ଯିବାକୁ ଡ଼ରୁଛନ୍ତି l ଯାହାକୁ ନେଇ ପିଲାମାନେ ମଧ୍ୟ ସ୍କୁଲ ଯିବାକୁ ଅଭିଭାବକ ମାନେ ଭୟ କରୁଛନ୍ତି l ଧୂଳି ସହ ବଡବଡ଼ ଗାତ ଯୋଗୁଁ ଜନଜୀବନ ଅସ୍ତବେସ୍ତ ହୋଇଗଲାଣି l ଏହି ରାସ୍ତା ଦେଇ ପ୍ରାୟ ସାପ୍ତାହିକ ହାଟ ବଜାର ବ୍ୟବସାଇ ବାଣିଜ୍ୟ ପାଇଁ ଗାଡ଼ି ଯାନବାନ ଚଳାଚଲ ଯାତାୟତ କରିଥିବା ସହ ସହ ଲୋକେ ନିର୍ଭର କରିଥାନ୍ତି ଏ ରାସ୍ତା ଦେଇ ତାରାଗାଁ, ଇଙ୍ଗିରା ଓ ଛତିଶଗଡ ପଡୋଶୀ ରାଜ୍ୟ କୁ ଲୋକ ସବୁବେଳେ ଯାତାୟତ କରିଥାନ୍ତି ଯାହା କି ବର୍ତ୍ତମାନ ପ୍ରଶାସନ କେବେ ଦୁଷ୍ଟି ଦେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।