November 26, 2024

Day: August 5, 2024

ଗାଇସିଲେଟ ବ୍ଲକ ରେ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ll

    ଗାଇସିଲେଟ : (ଉପାନ୍ତ ଖବର) ବରଗଡ ଜିଲ୍ଲା ଗାଇସିଲେଟ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ଏବଂ ଅରକ୍ଷୀ ଅଧିକ୍ଷକ...

ମାର୍କେଟିଂ ବ୍ୟବସ୍ଥା ସୁଦୃଢ ହେଲେ ଚାଷୀ ଉପକୃତ ହେବେ, ପଞ୍ଚାୟତ ସମିତି ବୈଠକରେ କହିଲେ ମନ୍ତ୍ରୀ ରବି ନାଏକ 

ସମ୍ବଲପୁର/କୁଚିଣ୍ଡା:କୃଷି ଓ ଉଦ୍ୟାନକୃଷି ପାଇଁ ମାର୍କେଟିଂ ବ୍ୟବସ୍ଥା ସୁଦୃଢ ହେଲେ ଯାଇ ଚାଷୀ ଉପକୃତ ହୋଇ ପାରିବେ।ଏଥିପାଇଁ ବିଭାଗୀୟ ଅଧିକାରୀ ଗଠନ ମୂଳକ ପ୍ରସ୍ତାବ ରଖିବାକୁ କୁଚିଣ୍ଡା...

ରାସ୍ତା ପାଇଁ ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ କଟାବାହାଲ ସରପଞ୍ଚ ।।

    ଗାଇସିଲେଟ : (ଉପାନ୍ତ ଖବର) ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ରେ ଆଜି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଥିଲା । ଏହି ଅଭିଯୋଗ ଶୁଣାଣୀ...

ଆଦିତ୍ୟବାହିନୀ ଦ୍ୱାରା ନିଃଶୁଳ୍କ ଦନ୍ତ ଚିକିତ୍ସା ଶିବିର ଅନୁଷ୍ଠିତ..

ଆଦିତ୍ୟବାହିନୀ ଦ୍ୱାରା ନିଃଶୁଳ୍କ ଦନ୍ତ ଚିକିତ୍ସା ଶିବିର ଅନୁଷ୍ଠିତ, ଉକ୍ତ କାର୍ଯ୍ୟ କ୍ରମ କୁ ଗୋବର୍ଦ୍ଧନ ମଠ ର ସ୍ୱାମୀ ନିର୍ବିକଳ୍ପାନନ୍ଦ ସରସ୍ବତୀ ମହାରାଜ ଶୁଭ ହସ୍ତ...

ସାରସ୍ୱତ ପାଠାଗାର ପକ୍ଷରୁ ଚାରା ବଣ୍ଟନ…

ବୋଲଗଡ଼,୦୫/୦୮(ସୁଶାନ୍ତ କୁମାର ପ୍ରଧାନ) ବୋଲଗଡ଼ ବ୍ଲକ ଅନ୍ତର୍ଗତ ସାନପଦର ଗ୍ରାମର ଶ୍ରୀଗୁରୁ ନିଗମାନନ୍ଦ ସାରସ୍ୱତ ପାଠାଗାର ଓ ଖୋର୍ଦ୍ଧା ଜିଲ୍ଳା ବନ ବିଭାଗ ସହାୟତାରେ ଗୁରୁବାର ଦିନ...

ପାଞ୍ଚଶଖା ସାହିତ୍ୟ ରେ ଜ୍ଞାନମିଶା ଭକ୍ତି ର ପ୍ରାଧାନ୍ୟ ରହିଛି 

ପୁରୀ : ସମତା ସାହିତ୍ୟ ସମିତି ଓଡିଶା, ପୂରୀ ପକ୍ଷରୁ ସରଧାବାଲି ସ୍ଥିତ ରାଣୀସତୀ ଭବନ ପରିସରରେ ପଞ୍ଚସଖା ସାହିତ୍ୟ ରେ ଶ୍ରୀଜଗନ୍ନାଥ ଶୀର୍ଷକ ଆଲୋଚନା ଚକ୍ର...

ଅଙ୍ଗନଦୀ ପାଣିରେ ଭାସିଯାଉଥିବା ଦୁଇ ନିରୀହ ଜୀବନ ବଞ୍ଚାଇଲେ ଦୁଇ ଛାତ୍ର ..

  ପଦ୍ମପୁର : (ଉପାନ୍ତ ଖବର) ବରଗଡ ଜିଲ୍ଲା ପଦ୍ମପୁର ଅନ୍ତର୍ଗତ ମହୁଳପାଲି ଅଙ୍ଗ ନଦୀରେ ସକାଳ ଗାଧୋଇବା ସମୟରେ ମଝି ପାଣି ସ୍ରୋତ ରେ ଭାସି...

ବାଲିପଦର ଫ୍ରେଣ୍ଡସ୍ କ୍ଳବ ପକ୍ଷରୁ ବୋଲବମ୍ ଭକ୍ତଙ୍କୁ ସେବା ପ୍ରଦାନ 

ବୁଗୁଡ଼ା : ତା ୦୫/୦୮/୨୪ : ପବିତ୍ର ଶ୍ରାବଣ ମାସ ଅବକାଶରେ ପ୍ରାଚୀନ ପୂଣ୍ୟତୋୟା ରୁଷିକୂଲ୍ୟା ନଦୀରୁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ କାଉଡିଆମାନେ ମହାଦେବଙ୍କଠାରେ ଜଳାଭିଷେକ...

ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା 

ବୁଗୁଡ଼ା : ତା ୦୫/୦୮/୨୪ : ବୁଗୁଡା ବ୍ଲକର ମାଣିତରା ଗ୍ରାମସ୍ଥ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ସ୍ବପରିସରରେ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ...

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.