April 5, 2025
Share

 

୧-ଓଡ଼ିଆରେ ଲେଖା ହେଉନି ନାମ ଫଳକ; ନିୟମ ଖିଲାପ କରୁଛନ୍ତି ଶିକ୍ଷାନୁଷ୍ଠାନ ଓ ବାଣିଜ୍ୟକ ପ୍ରତିଷ୍ଠାନ, ବାଦ ପଡୁନି ସରକାରୀ ଦପ୍ତର।

 

୨-ଭୁବନେଶ୍ୱର:ଆଜି ଗଡିବ ରୁକୁଣା ରଥ,୧୨ଟା ୩୦ରେ ପହଣ୍ଡି, ଅପରାହ୍ନ ୩ଟା ୩୦ରେ ହେବ ରଥ ଟଣା।

 

୩-ପୁରୀ:ନୀଳାଦ୍ରି ଭକ୍ତ ନିବାସରେ ଶ୍ରୀମନ୍ଦିର ସେବାୟତଙ୍କୁ ପ୍ରଶିକ୍ଷଣ, ଉତ୍ତମ ଆଚରଣ ଓ ବ୍ୟବହାର ପ୍ରଦର୍ଶନ ପାଇଁ ତାଲିମ।

 

୪-ଓଡ଼ିଶାର ଦୁଇଟି ସମେତ ୪ ରେଳ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ।

 

୫-ଭୁବନେଶ୍ୱର:ଦୁଇ ଦିନ ପରେ ୪୦ ଟପିବ ତାତି,୮ ଜିଲ୍ଲାକୁ କାଳବୈଶାଖୀ ସତର୍କତା ସୂଚନା ଜାରି।

 

୬-ଏପ୍ରିଲ ୧୧ରୁ ରାଜ୍ୟରେ ଆୟୁଷ୍ମାନ କାର୍ଡ ଲାଗୁ।ସେଥିପାଇଁ ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା।

 

୭-ଭୁବନେଶ୍ୱର:ସଚିବ ସ୍ତରୀୟ ବୈଠକ, ପ୍ରତିମାସରେ ଜିଲ୍ଲା ଗସ୍ତ କରିବେ ସଚିବ।

 

୮-ରାଜା ଚକ୍ର ଓକିଲଙ୍କ ମନ୍ତବ୍ୟ ସାମ୍ନାକୁ ଆସିବା ପରେ ବିଜେପି ଉପରେ ତାରାଙ୍କ ସଙ୍ଗୀନ ଅଭିଯୋଗ ; କହିଲେ,ସିବିଆଇ ତଦନ୍ତ ହେଉ।

 

୯-କେନ୍ଦୁଝର ସଦର:ଚାକିରି ନାଁରେ ଲକ୍ଷାଧିକ ଟଙ୍କା ଠକେଇ, ଗିରଫ ମହିଳା ପ୍ରମିଳା ପରିଡାଙ୍କୁ ରିମାଣ୍ଡରେ ନେଇ ପୁଲିସର ତଦନ୍ତ ଜାରି।

 

୧୦-ଭୁବନେଶ୍ବରରେ ଡବଲ୍ ଏନକାଉଣ୍ଟର ; ପୋଲିସ ଗୁଳିରେ ଆହତ ହେଲେ ଦୁଇ ଲୁଟେରା।

 

୧୧-ଯାତ୍ରାରେ ପୁଣି ଯାତେରା,ମୁହାଁମୁହିଁ ହେଲେଣି ମାଲିକ ଏବଂ ଅଭିନେତା। ହାସ୍ୟ ଅଭିନେତା ନରି ପଣ୍ଡାଙ୍କୁ ବର୍ଷେ ବାସନ୍ଦ।

 

୧୨-ଥୁଆମୂଳ ରାମପୁର: ସଡ଼କ ଦୁର୍ଘଟଣାର ଭିନ୍ନ ମୋଡ଼, ଥାନା ଘେରାଉ, ଭଙ୍ଗାରୁଜା ଓ ପୁଲିସକୁ ମାଡ଼।

 

୧୩-ଲିଙ୍ଗରାଜଙ୍କ ଅଶୋକାଷ୍ଟମୀ ଓ ପ୍ରସିଦ୍ଧ ରୁକୁଣା ରଥଯାତ୍ରା ପାଇଁ କମିସନରେଟ ପୋଲିସ ଜାରି କଲା ଟ୍ରାଫିକ କଟକଣା।

 

୧୪-ରାମ ନବମୀ ପାଳନ ପୂର୍ବରୁ ସମ୍ବଲପୁରରେ ଫ୍ଲାଗ୍ ମାର୍ଚ୍ଚ, ବିଭିନ୍ନ ଛକ ବୁଲୁଛନ୍ତି ରାପିଡ ଆକ୍ସନ ଫୋର୍ସ।

 

୧୫-DRDOକୁ ବଡ଼ ସଫଳତା, MRSAM ମିସାଇଲର ଆର୍ମି ଭର୍ସନର ହେଲା ସଫଳ ପରୀକ୍ଷଣ।

 

୧୬-IPL:ସଂଘର୍ଷ କରି ହାରିଲା ମୁମ୍ବାଇ ଇଣ୍ଡିଆନ୍ସ; ପାଣ୍ଡ୍ୟାଙ୍କ ପଞ୍ଝା ଓ ସୂର୍ଯ୍ୟଙ୍କ ଅର୍ଦ୍ଧଶତକ ବେକାର, ଲକ୍ଷ୍ନୌକୁ ମିଳିଲା ଜିତ୍।

 

୧୭-ମୁମ୍ବାଇ:ବଲିଉଡ୍ ର କିମ୍ବଦନ୍ତୀ ଅଭିନେତା ମନୋଜ କୁମାରଙ୍କ ୮୭ ବର୍ଷ ବୟସରେ ପରଲୋକ।

 

୧୮-ଏବେ ନ୍ୟାୟିକ ଲଢ଼େଇର ସାମ୍ନା କରିବ ୱକଫ୍ ସଂଶୋଧନ ବିଲ, ସୁପ୍ରିମକୋର୍ଟରେ ହେଲା ମାମଲା।

 

୧୯-ବଜେଟ ଅଧିବେଶନ ଶେଷ, ଲୋକସଭା ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ।

 

୨୦-ଆମେରିକା ଉପରେ ଚୀନର ପାଲଟା ଶୁଳ୍କ ଘୋଷଣା ପରେ ୮ ପ୍ରତିଶତ କମିଲା ତେଲ ଦର।

 

*🙏 ସୁପ୍ରଭାତ, ଗୁଡମର୍ଣିଂ 🙏*