April 27, 2026

ଅଖିଳ ଭାରତୀୟ ମାରୁୱାଡି ମହିଳା ସମିତି ପୁରୀ ପକ୍ଷରୁ ଫଗୁଣ ଉତ୍ସବ ପାଳିତ ହୋଇଯାଇଛି

IMG-20260305-WA0038
Share

 

ଆଜି ପୁରୀଜିଲ୍ଲା ଅଖିଳ ଭାରତୀୟ ମହିଳା ସମିତି ସଭାପତି ସରିତା ଚୌଧୁରୀ ଙ୍କ ଅଧକ୍ଷତା ରେ ସମୁଦ୍ର କୁଳ ଏକ ହୋଟେଲ ରେ ଧୂମଧାମ ର ସହିତ ଫଗୁଣ ଉତ୍ସବ ଅନୁଷ୍ଠିତ ହୋଇଥିଲା l ଏହି ଉତ୍ସବ ରେ ଶତାଧିକ ମାରୁୱାଡି ମହିଳା ଯୋଗଦେଇଥିଲେ l ଏହି କାର୍ଯ୍ୟକ୍ରମ ପରିଚାଳନା କରିବାରେ ସମ୍ପାଦକ ଉମା ଅଗ୍ରୱାଲ ଙ୍କ ସହିତ ସମସ୍ତ ସଦସ୍ୟା ପୂର୍ଣ୍ଣ ସହଯୋଗ କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ