March 12, 2026

ପ୍ରବାଦ ପୁରୁଷ ତଥା ଜନନାୟକ ସ୍ପର୍ଗତବିଜୁ ବାବୁଙ୍କ୧୦୭ତମ ଜୟନ୍ତୀ ପାଳନ

IMG-20230305-WA0049
Share

ଅଦ୍ୟ୫.୩.୨୦୨୩ରିଖ ଦିନ କୋଲନରା ବ୍ଳକରେ ସ୍ପର୍ଗତବିଜୁ ପଟନାୟକଙ୍କ୧୦୭ତମ ଜୟନ୍ତୀ ପାଳନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ବିଷମ କଟକ ନିର୍ବାଚନ ମଣ୍ଡଳୀର ବିଧାନ ସଭା ସଦସ୍ୟ ଶ୍ରୀଜଗନ୍ନାଥ ସାରକାଉଦ୍ ଘାଟନ କରିଥିଲେ। ତତ୍ ସଙ୍ଗେ ସଙ୍ଗେ ନିର୍ବାଚନ ମଣ୍ଡଳୀର ସମସ୍ତ ବ୍ଲକ ଚେୟର ମେନ, ସମିତି ସଭ୍ୟ, ଜିଲ୍ଲାପରିଷଦ ସଭ୍ୟ । ସରପଞ୍ଚ ମାନେ ଉପସ୍ଥିତ ଥିଲେ।ପ୍ରଥମେ ଶ୍ରୀମନ୍ତ୍ରୀ ଜଗନ୍ନାଥ ସାରକା ମେଡିକଲ୍ କୁ ଯାଇ ରୋଗି କମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିଲେ । ପରେ ସାଇକେଲ ରାଜିର ବ୍ୟବସ୍ଥା କରାଯାଇଥିଲା। ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ସମିତିର ସଭାପତି ଶ୍ରୀସୁଧିର ଦାସ ମଧ୍ୟ ଉପସ୍ଥିତ ଥିଲେ। ସମସ୍ତ ଅତିଥି ମାାନେ ବିନ୍ଦୁ ବାବୁଙ୍କ ଜୟନ୍ତୀସଂପକରେ ଭବ୍ବୋଧନ ଦେଇଥିଲା ଭକ୍ତ କାର୍ଯ୍ୟକ୍ରମରେ ନିର୍ବାଚନ ମଣ୍ଡଳୀର କୋଣ ଅନୁକୋଣରୁ ଶହସ୍ରାଧିକ ଲୋକ ଏକ ତ୍ରିତ ହୋଇଥିଲା
କୋଲନରା, ରୁ ଶ୍ରୀ ବିନୋଦ ଚନ୍ଦ୍ର ରଣାଙ୍କ ରିପୋଟ।