May 10, 2026
IMG-20250205-WA0086
Share

 

ତା 04/02/25 ରିଖ ଭୋର 4ଟା ସମୟରେ ଚିକିଟି ନିକଟସ୍ଥ ମାଉନ୍ଦପୁର ଗ୍ରାମର ସ୍ବର୍ଗତଃ ରାମଚନ୍ଦ୍ର ବିଷୋୟୀ ଙ୍କ ସହଧର୍ମିଣୀ ଏବଂ ହିଲ ଟପ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମୋହନା ର ଇତିହାସ ବିଭାଗୀୟ ଅଧ୍ୟାପକ ଭଗବାନ ବିଷୋୟୀ ଙ୍କ ମାତା ଶ୍ରୀମତୀ କାଳନ୍ଦୀ ବିଷୋୟୀ 84 ବର୍ଷ ବୟସରେ ଇହଧାମ ତ୍ୟାଗ କରିଛନ୍ତି. ସେ ଜଣେ ଧର୍ମପରାୟଣା ମହିଳା ଥିଲେ. ତାଙ୍କରି ମୃତ୍ୟୁ ଯୋଗୁଁ ଗ୍ରାମରେ ଶୋକର ଛାୟା ଖେଳିଯାଇଛି. ତାଙ୍କରି ମୃତ୍ୟୁ ସମୟରେ ପୁଅ, ବୋହୁ, ଝିଅ, ଜ୍ୱାଇଁ, ନାତି ଓ ନାତୁଣୀ ସମସ୍ତ ଶୋକସନ୍ତପ ପରିବାର ଉପସ୍ଥିତ ରହିଥିଲେ.