March 7, 2026

ଉମରକୋଟ ବ୍ଲକ ପୋଡାଗଡ ଠାରେ ମଣ୍ଡେଇ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ………..

IMG-20260105-WA0013
Share

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଉମରକୋଟ ବ୍ଲକ ଐତିହାସିକ ପୋଡ଼ାଗଡ ପୀଠର ପାରମ୍ପରିକ ମଣ୍ଡେଇ ଉତ୍ସବ ନିମନ୍ତେ ଆଜି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି ଏହି ବୈଠକରେ ସଭାପତି ଭାବେ ଝିତ୍ରୁ କଲାର ସଭାପତିତ୍ବ କରିଥିଲେ ପୋଡ଼ା ଗଡ ସେବାୟତ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଉର୍ଦ୍ଧ୍ବ।ଚଟାଣ ନାୟକ ସାଧାରଣ ସମ୍ପାଦକ ପୁରୁଷୋତ୍ତମ ଭତ୍ରା ସହ ସମ୍ପାଦକ ତୁଲ୍ସିରାମ୍ ଭତ୍ରା ମୁଖ୍ୟ ଉପଦେଷ୍ଟା ଡଃ କୈଳାଶ ଚନ୍ଦ୍ର ବେହେରାଙ୍କ ସହିତ ମୁଖ୍ୟ ପୂଜକ କୃଷ୍ଣ ପୂଜାରୀ , ବିଞ୍ଜଲ ପୂଜାରୀ ନାରାୟଣ ପୂଜାରୀ ପୂର୍ଣ୍ଣ ପୂଜାରୀ ସକାଲୁ ପୂଜାରୀ ସୁକମନ୍ ପୂଜାରୀ, ବିଷ୍ଣୁ ପୂଜାରୀ,ଦେବ ପୂଜାରୀ , ସମେତ ତିନି ମୁଠା ଯଥା ହୀରାପୁର, ପରିଆ , ବୋରୀଙ୍ଗାଁ ମୁଠା ର ଶତାଧିକ ଜନ ସାଧାରଣ ଉପସ୍ଥିତ ଥିଲେ ଏହି ମଣ୍ଡେଇରେ ନିଶାଦ୍ରବ୍ୟ ନିଷେଧ ଓ ଜୁଆ ଖେଳ ନିଷେଧ କରିବାକୁ ଶପଥ ନିଆ ଯାଇଛି