March 8, 2026

ରଘୁନାଥପୁର ଗ୍ରାମ ରେ ପଞ୍ଚାୟତ ସ୍ତରୀୟ ମିଳିତ ଜନଶୁଣାଶି ୪୦ ଗୋଟି ଅଭିଯୋଗ ର ଫଇସଲା 

IMG-20251104-WA0097
Share

 

ଛତ୍ରପୁର ତା ୪/୧୧/୨୫ (ଅରୁଣ କୁମାର ପଣ୍ଡା )ଜିଲ୍ଲା ପ୍ରଶାସନ ର ନିର୍ଦ୍ଦେଶ କ୍ରମେ ମଙ୍ଗଳ ଵାର ଦିନ ଛତ୍ରପୁର ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ ରଘୁନାଥ ପୁର କଲ୍ୟାଣ ମ ଣ୍ଡପ ଠାରେ ପଞ୍ଚାୟତ ସ୍ତରୀୟ ମିଳିତ ଜନଶୁଣାଣି କାଯ୍ୟକ୍ରମ ସରପଞ୍ଚ, ଜ୍ୟୋତି ସା ହୁ ସଂଯୋଜନା ରେ ଅନୁଷ୍ଟିତ ହୋଇଥିଲା।ପ୍ରାରମ୍ଭରେ ପୂର୍ବତନ ସମିତିସଭ୍ୟ ତଥା ସରପଞ୍ଚ ପ୍ରତିନିଧି ଜ୍ୟୋତି ରଞ୍ଜନ ସାହୁଙ୍କ ଦ୍ଵାରା ଆସିଥିଵା ଜନଶୁଣାଣିରେ ଯୋଗଦେଇଥିଵା ଅତିଥି ମାନଙ୍କ ସ୍ୱାଗତ କରାଯାଇଥିଲା ଏହି ମିଳିତ ଜନଶୁଣାଣି ରେ ତହସିଲଦାର ଦିବ୍ୟା ମହାନ୍ତି, ନୋଡାଲ ଅଫିସର ରିନା କୁମାରୀ ନାୟକ, ଅତିରିକ୍ତ ଗୋଷ୍ଟି ଉନ୍ନୟନ ଅଧିକାରୀଜୟଶ୍ରୀ ନାୟକ, ଅଙ୍ଗନବାଡ଼ି ସୁପରଭାଇଜର,ପ୍ରମୋଦା ଦାସ, ସମିତି ସଭ୍ୟ। ପ୍ରତିନିଧି ବି.ଅଲିଅଳ ସେନାପତି,କୃଷି ଅଧିକାରୀ ଅଫିସର ରୁନୁ କୁମାରୀ ସେଠୀ,ନରେନ୍ଦ୍ରପୁର ଜଳସେଚନ ଵିଭାଗ ସହକାରୀ ଯନ୍ତ୍ରୀ, ମୃତ୍ୟୁଞ୍ଜୟ ସାହୁ,ଛ ତ୍ରପୁର କ୍ଷୁଦ୍ର ଜଳସେଚନ ଵିଭାଗ ସହକାରୀ ଯନ୍ତ୍ରୀ ନରସିଂହ ପାତ୍ର,ସହକାରୀ ଉଦ୍ୟାନ କୃଷି ଅଧିକାରୀ ସନ୍ଦିପ କୁମାର ବଢେଇ,ରାଜସ୍ବ ଵିଭାଗ ସୁପର ଭାଇଜର ଇତିମୟ ବେହେରା,ଅମିନ ଜିତେନ୍ଦ୍ର ପଣ୍ଡା,ଏ ଡି ଓ, ସୁଧିର ନାୟକ ପି ଇ ଓ,ରିତିକା ପଣ୍ଡା,ପି.ଇ.ଓ ପ୍ରଫୁଲ୍ଲ ସାହୁ,ସନ୍ତୋଷ କୁମାର ବେହେରା,ଗ୍ରାମ୍ୟ ଜଳ ଯୋଗାଣ କନିଷ୍ଟ,ଯନ୍ତ୍ରୀ କମଳଲୋଚନ ନାୟକ, ନରେନ୍ଦ୍ରପୁର ନୂତନ ସ୍ବାସ୍ଥ୍ୟ କେନ୍ଦ୍ର ଆୟୁଷ ଡା.ରାମାନୁଜ ପଟ୍ଟନାୟକ, ଏବଂ ଛତ୍ରପୁର ବ୍ଳକ ର ସମସ୍ତ ବିଭାଗ କର୍ମଚାରୀ ଉପସ୍ଥିତ ରହି, ଅଭିଯୋଗ ଦାଖଲ କରି ଥିଵା୪୦ଗୋଟି ଦରଖାସ୍ତ ପତ୍ର ଦାଖଲ କରିଥିବା ଵେଳେ ଅଧିକାଂଶ, ରାସନ କାର୍ଡ,ଘରପଟା ପ୍ରଧାନମନ୍ତ୍ରୀ ଆବାସ ଗୁଡିକ ଉପ ରେ ଆଲୋଚନା କରି ସେମାନଙ୍କ ଦାଖଲ କରିଥିଵା ୪୦ ଗୋଟି ଅଭିଯୋଗ ର ଫଇସଲା ଶୁଣାଇଥିଲେ।ଏହି କାଯ୍ୟକ୍ରମକୁ ଯୋଗାଣ ସହାୟକ କୈଳାସ ଚନ୍ଦ୍ର ପରିଡା,ଡି.ଡମ୍ବୁରୁ ରେଡି,ସରପଞ୍ଚ ପ୍ରତିନିଧି ଯୁବ ନେତା ଜ୍ୟୋତି ରଞ୍ଜନ ସାହୁ ଓ ରଘୁନାଥପୁର ପରିଚାଳନା କମିଟି ସହଯୋଗ କରିଥିଲେ।