December 3, 2024
Share

 

୧-ମାଟ୍ରିକ୍ ପରୀକ୍ଷା ପାଇଁ ଅନ୍‌ଲାଇନ୍‌ରେ ଫର୍ମ ପୂରଣ ପ୍ରକ୍ରିୟା ଆରମ୍ଭ ହୋଇଛି, ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ

 

୨-ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ; ୧୮ରେ ସିଙ୍ଗାପୁର ଯିବା ନେଇ ରହିଛି କାର୍ଯ୍ୟକ୍ରମ।

 

୩-ଆସନ୍ତା ୧୫ରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା।

 

୪-ଦାରିଙ୍ଗବାଡିରେ ପହିଲି ଶୀତ ଅନୁଭୂତ, ସର୍ବନିମ୍ନ ତାପମାତ୍ର ୧୬.୫ ଡିଗ୍ରୀ ରେକର୍ଡ, ରାଜଧାନୀରେ ଭୂକମ୍ପ ଚର୍ଚ୍ଚା।

 

୫-ସରକାରଙ୍କୁ ଯାତ୍ରା ଚିନ୍ତା, ଅଶ୍ଳୀଳତା ରୋକିବାକୁ ଆସିବ ଆଇନ୍।

 

୬-ଥମୁନି ବିଜେଡ଼ି -ବିଜେପି ବୟାନବାଜି, ଉଭୟଙ୍କ ଲଢେଇରେ କଂଗ୍ରେସର ଫାଇଦା।

 

୭-ଫେବୃୟାରୀ ୯ରେ ବାରବାଟୀରେ ଭାରତ-ଇଂଲଣ୍ଡ ଦିନିକିଆ, ଟିକେଟ ମୂଲ୍ୟ ୮୦୦ରୁ ଆରମ୍ଭ।

 

୮-ଭୁବନେଶ୍ୱର: ଆସନ୍ତା ୯ ଯାଏଁ କାଁ ଭାଁ ବର୍ଷା ସମ୍ଭାବନା।

 

୯-ଭୁବନେଶ୍ୱରରେ କିଟ୍ ନହ୍ନିପରୀ ଆଞ୍ଚଳିକ ଅଡିସନ ଶେଷ, ଡିସେମ୍ବର ୨୨ ଓ ୨୩ରେ ହେବ ଗ୍ରାଣ୍ଡ ଫିନାଲେ।

 

୧୦-ହାତୀ ମୃତ୍ୟୁ ରୋକିବାକୁ ରାଜ୍ୟ ସରକାରଙ୍କ ପଦକ୍ଷେପ, ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ।

 

୧୧-ସ୍ୱାବଲମ୍ବୀ ହେବେ ଡଙ୍ଗରିଆ ଓ ଆଦିବାସୀ । ରାୟଗଡ଼ାରେ ସୋଲାର ପ୍ୟାନେଲ ସଂସ୍ଥାପନ ତାଲିମର ହେଲା ଶୁଭାରମ୍ଭ ।

 

୧୨-NCBର ମୋଷ୍ଟ ୱାଣ୍ଟେଡ ନିଲୁ ପ୍ରଧାନ ଗିରଫ, ଓଡିଶାରୁ ଗଞ୍ଜେଇ ଚୋରା ଚାଲାଣ ଲିଙ୍କ୍‌ର ଖୋଲିବ ଗୁମର।

 

୧୩-ଅନୁଗୁଳ:ଡେଲି ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ, ଜଳିପୋଡ଼ି ପାଉଁଶ ହୋଇଗଲା ୨୦ରୁ ଅଧିକ ଦୋକାନ।

 

୧୪-ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପାଦରେ କଳା ସୂତା ବାନ୍ଧିବା ଆଦୌ ଠିକ୍‌‌ ନୁହେଁ। ଅଣ୍ଟାରେ ବାନ୍ଧିଲେ ଶୁଭ।ଭଗବାନ ଶ୍ରୀକୃଷ୍ଣ ଅଣ୍ଟାରେ କଳା ସୂତା ବାନ୍ଧୁଥିଲେ।

 

୧୫-ଆଠଗଡ଼:ଲକ୍ଷ୍ମୀ ବସ ଧକ୍କାରେ ସ୍ତ୍ରୀ ମୃତ, ସ୍ବାମୀ ଓ ପୁଅ ଗୁରୁତର।

 

୧୬-ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରେ ଫାଟ ତୁରନ୍ତ ମରାମତି ହେବ : ଆଇନମନ୍ତ୍ରୀ

 

୧୭-୧୦ରୁ ଟ୍ରକ ଚଳାଚଳ ବନ୍ଦ ! ଲଘୁ ଖଣିଜ ପରିବହନ ଟ୍ରକ୍ ମାଲିକ ସଂଘର ଚେତାବନୀ।

 

୧୮-ଜଗତସିଂପୁର,ଗୋପାଳପୁର ଛକ:ବାଇକ୍-କାର୍ ମୁହାଁମୁହିଁ ଧକ୍କା : ବାପା ମୃତ, ପୁଅ ଗୁରୁତର।

 

୧୯-ବାରଙ୍ଗରେ ସିରିଜ୍ ଲୁଟ୍, ପୋଲିସକୁ ଖୋଲା ଚ୍ୟାଲେଞ୍ଜ, ବ୍ୟବସାୟୀ ଅସୁରକ୍ଷିତ।

 

୨୦-ଉତ୍ତରପ୍ରଦେଶର ହଥରସ ଅଞ୍ଚଳ:ପାକସ୍ଥଳୀରୁ ବାହାରିଲା ବ୍ୟାଟେରି, ଚେନ୍‌, ବ୍ଲେଡ ସମେତ ୬୫ ଜିନିଷ, ଅପରେସନ ପରେ ଆଖିବୁଜିଲା ନାବାଳକ।

 

୨୧-ମଲ୍ଟି ଲେନ୍ ହାଇଓ୍ବେରେ ସୁଗମ ହେବ ଯାତ୍ରା, ବ୍ୟାଙ୍କ ଦ୍ବାରା ଟୋଲ୍ ଆଦାୟ କରିବ NHAI

 

୨୨-୩ୟ ଟେଷ୍ଟ ହାରିଲା ଟିମ ଇଣ୍ଡିଆ, ୩-୦ରେ ସିରିଜ କ୍ଲିନ ସୁଇପ କଲା ନ୍ୟୁଜିଲାଣ୍ଡ।

 

*🙏 ସୁପ୍ରଭାତ 🙏*