November 21, 2024
Share

*ଖବର ଆଜିର*
*ତାରିଖ ୦୪/୦୬/୨୩, ରବିବାର*

*୧-ବାହାନଗା ଟ୍ରେନ୍‌ ଟ୍ରାଜେଡି: ୩୦୦ ଟପିଲା ମୃତ୍ୟୁ ସଂଖ୍ୟା, ୧୦୫୦ ଆହତ।*

*୨-ଦାରୁବ୍ରହ୍ମଙ୍କ ଅପେକ୍ଷାରେ ସ୍ନାନବେଦୀ,ଆଜି ଦିବ୍ୟ ସ୍ନାନ ଓ ହାତୀ ବେଶ।*

*୩-କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା, ୪ ଜିଲ୍ଲାପାଳଙ୍କୁ ଚିଠି କଲେ ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ।ଦୁର୍ଘଟଣାରେ ଆହତ ଶିଶୁ ଓ କିଶୋରଙ୍କ ସୁରକ୍ଷା ନେଇ ଚିଠିରେ ଉଲ୍ଲେଖ ।*

*୪-ଜାରିରହିବ ତାତି ଓ ଗୁଳୁଗୁଳି,୨ ସହରରେ ପାରଦ ୪୪ଂ ଓ ୧୮ ସହରରେ ତାପମାତ୍ରା ୪୦ଂ ଉପରେ।*

*୫-ବାଲେଶ୍ବର ଜିଲ୍ଲା ହସ୍ପିଟାଲରେ ଗୁରୁତର ଓ ଆହତଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ।*

*୬-ଭୁବନେଶ୍ୱର: ବିଧାନ ସଭାରେ ସବୁ ବିଧାୟକଙ୍କ ଟେବୁଲ୍ ଉପରେ ଲାଗିବ କମ୍ପ୍ୟୁଟର।*

*୭-ଭୁବନେଶ୍ୱର:ପ୍ରଦୀପ୍ତ ମହାପାତ୍ର କେନ୍ଦ୍ର ସଚିବ ମନୋନୀତ, ଖୁବ୍ ଶୀଘ୍ର ମିଳିବ ନୂତନ ନିଯୁକ୍ତି।*

*୮-ମାଲକାନଗିରି: ପାଠପଢ଼ା ପାଇଁ ଅର୍ଥାଭାବ, ଗ୍ରୀଷ୍ମ ଅବକାଶରେ ଶ୍ରମିକ ସାଜୁଛନ୍ତି ଆଦିବାସୀ ଛାତ୍ରଛାତ୍ରୀ।*

*୯-କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାରେ ଆହତଙ୍କ ପାଇଁ ରକ୍ତ ସଂଗ୍ରହ କଲା ଜାରକା ରୋଟାରୀ କ୍ଲବ।*

*୧୦-ଯାଜପୁର: ବରୀ ତନ୍ତିଘାଇରେ ଡ଼ଙ୍ଗା ବୁଡି ୨ ନାବାଳିକା ନିଖୋଜ।*

*୧୧-ଭୟଙ୍କର ଟ୍ରେନ୍‌ ଟ୍ରାଜେଡି: ଉଦ୍ଧାର କାର୍ଯ୍ୟରେ ସାମିଲ ସ୍ଥାନୀୟ ଲୋକ ଓ ପ୍ରଶାସନକୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ।*

*୧୨-ରେଳ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କଲେ ଦିଦି, ଗୁରୁତରଙ୍କ ପାଇଁ ପଠାଇଲେ ୪୦ ଜଣ ଡାକ୍ତର।*

*୧୩-ଓଡିଶା ସରକାର, ପ୍ରଶାସନ, ଜନତାଙ୍କୁ ଧନ୍ୟବାଦ’, ଦୁର୍ଘଟଣାରେ ଉଦ୍ଧାରକାର୍ଯ୍ୟ ତ୍ୱରାନ୍ୱିତ କରିଥିବାରୁ ପ୍ରଧାନମନ୍ତ୍ରୀ ଜଣାଇଲେ ସାଧୁବାଦ।*

*୧୪-ପାଟନା:ଭଉଣୀକୁ ଅଶ୍ଳୀଳ ବ୍ୟବହାର କରିଥିବା ଯୁବକକୁ ହତ୍ୟାକଲା ଭାଇ।*

*୧୫-ଦୋଷୀଙ୍କ ପ୍ରତି ହେବ ଦୃଢ କାର୍ଯ୍ୟାନୁଷ୍ଠାନ। ରେଳ ଦୁର୍ଘଟଣାରେ ଆହତଙ୍କୁ ଭେଟିବା ପରେ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା।*

*୧୬-ରାହୁଲ ଗାନ୍ଧୀଙ୍କ ବିରୋଧରେ ଆଉ ଏକ ମାନହାନୀ ମାମଲରେ ଶୁଣାଣି ଆରମ୍ଭ, RSS ଉପରେ କରିଥିଲେ ଟିପ୍ପଣୀ।*

*୧୭-ରେଳ ଦୁର୍ଘଟଣା: ମୃତକଙ୍କ ପରିବାରକୁ ୫ ଲକ୍ଷ ସହାୟତା ଘୋଷଣା କଲା ତାମିଲନାଡୁ, ସାହାଯ୍ୟ ପାଇଁ ଛତିଶଗଡର ପ୍ରସ୍ତାବ।*

*୧୮-ବାହାନଗା ଟ୍ରେନ ଟ୍ରାଜେଡି : ଶୋକ ପ୍ରକାଶ କଲେ ପୁଟିନ ଓ ଋଷି ସୁନକ।*

. *🙏 ସୁପ୍ରଭାତ, ଗୁଡମର୍ଣିଂ 🙏*