March 8, 2026
IMG-20230504-WA0049
Share

 

ବାଲେଶ୍ଵର ଜିଲ୍ଲା ନୀଳଗିରି ଡାକ ବଙ୍ଗଳା ଛକ ନିକଟରେ କାର୍ କୁ ଧକ୍କା ଦେଲା ଅଟୋ l ଅଟୋ ଧକ୍କା ଦେବା ଫଳରେ ଜଣେ ଆହତ ହୋଇଥିବା ଜଣାପଡିଛି l

 

ମିଳିଥିବା ସୂଚନା ଅନୁଯାଇ କାର୍ ଟି ନୀଳଗିରି ରୁ ମିତ୍ରପୁର ଆଡ଼କୁ ଆସୁଥିଲା କାର୍ ପଛେ ପଛେ ଅଟୋ ଟି ଅତି ଖିପ୍ର ଗତି ରେ ଆସୁଥିଲା ଡାକ ବଙ୍ଗଳା ଛକ ନିକଟରେ କାର୍ ପଛ ପଟୁ ଅଟୋ ଧକ୍କା ଦେଲା ,,

ଆହତ ଜଣକୁ ନୀଳଗିରି ମେଡିକାଲ ରେ ଭର୍ତ୍ତି କରାଯାଇଥିଲା ହେଁ

ଅବସ୍ଥା ଭଲ ଅଛି,,,,

 

ବାଲେଶ୍ଵର ଜିଲ୍ଲାରୁ ଦେବାଶିଷ ଦାଶ୍ କ୍କ ରିପୋର୍ଟ,,,