March 8, 2026

ପତିତପାବନ ଯୁବକ ସଂଘ ତରଫରୁ ରକ୍ତ ଦାନ ମହତଦାନ ଶିବିର

IMG-20251202-WA0074
Share

 

 

ବେଗୁନିଆ ବ୍ଲକ(ଉପାନ୍ତ ଖବର ମାନସ ରଞ୍ଜନ କର)୧. ୧୨. ୨୦୨୫ସୋମବାର ଦିନ ସଂଧ୍ଯା ୮ ଘଟିକା ସମୟରେ ପତିତପାବନ ଯୁବକ ସଂଘ କ୍ଳବ ପରିସରରେ ପତି ତପାବନ ଯୁବକ ସଂଘର ସଭାପତି ଲକ୍ଷ୍ମୀ ଚାନ୍ଦ କରଙ୍କ ସଭାପତିତ୍ୱରେ ସମସ୍ତ କର୍ମକର୍ତ୍ତା ତଥା ସଦସ୍ୟ ମାନଙ୍କୁ ନେଇ ଏକ ରକ୍ତଦାନ ଶିବିର ନମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ଉକ୍ତ ବୈଠକରେ ଆସନ୍ତା ୧୪.୧୨.୨୦୨୫ରିଖ ରବିବାର ଦିନ ବେଗୁନିଆ ସ୍ୱାସ୍ଥ୍ୟକେନ୍ଦ୍ରରେ ଆୟୋଜନ କରିବାପାଇଁ ସର୍ବସମ୍ମତି କ୍ରମେ ନିଷ୍ପତି ନିଆଗଲା ରକ୍ତଦାନ ମହତଦାନକୁ ଅନୁଭବ କରିପତିତପାବନ ଯୁବକ ସଂଘ ୮୦ରୁ ୧୦୦ ୟୁନିଟ ରକ୍ତ ପ୍ରଦାନ ନିମନ୍ତେ ସଦସ୍ୟମାନେ ମତାମତ ରଖିଥିଲେ ସଂପାଦକ ଗଙ୍ଗାଧରମାର୍ଥା ଶେଷରେ ସମସ୍ତିଙ୍କୁ କରତାଳିଦେଇଉତ୍ସାହିତ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ