ଖୋରଧା ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହ ଦୌଡକୁଦ ପ୍ରତିଯୋଗିତା
ଖୋରଧା ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହ ଦୌଡକୁଦ ପ୍ରତିଯୋଗିତା ୨୦୨୫-୨୬ ବେଗୁନିଆ ବ୍ଳକ (ଉପାନ୍ତ ଖବର) ଡିଙ୍ଗର ଉଚ୍ଚ ବିଦ୍ୟାଳୟରେ ଖୋରଧା ଜିଲ୍ଳାସ୍ତରୀୟ ୧୪ ଓ ୧୭ ବର୍ଷ ରୁ କମ ବାଳକ ବାଳିକାଙ୍କୁ ନେଇ ଦୌଡକୁଦ ର ପ୍ରତିଯୋଗିତା ଉତ୍ସବ ରେ ଯୋଗଦେଇଥିବା ଅତିଥି ଭାବରେ ସଭାପତି ଡିଙ୍ଗର ସରକାରୀ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିବାକର ସାହୁ, ମୁଖ୍ୟଅତିଥି ଓ. ଶି. ସେ-୧ (ଏସ ଟି) ଗରୁପ-ଏସୁପର ଟାଇମ ଜିଲ୍ଲା ଶିକ୍ଷା ଅଧିକାରୀ, ଖୋରଧା ଜିଲ୍ଲା ବିଦ୍ୟାଳୟ ସମୂହ କ୍ରୀଡା ସଂଗଠନ ଖୋରଧା ଶ୍ରୀମତୀ ସୋନାମିକା ରାୟ, ମୁଖ୍ୟବକ୍ତା ଶିକ୍ଷାବିତ ତଥା ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରଣପୁର ପ୍ରଜ୍ଞାପରମିତା ଜେନା,ଅତିରିକ୍ତ ଜିଲ୍ଲାଶିକ୍ଷା ଅଧୂକାରୀ ତଥା ଉପ ସଭାପତି ଜିଲ୍ଲା ବିଦ୍ଯାଳୟ ସମୂହ କ୍ରୀଡା ସଂଗଠନ ଖୋରଧା ଡ.ପ୍ରଜ୍ଞା ପରମିତା ଜେନା, ଗୋଷ୍ଠି ଶିକ୍ଷାଅଧିକାରୀ ବେଗୁନିଆ ଭାଷ୍କର ଲେଙ୍କା, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବାଳିକାଉଚ୍ଚବିଦ୍ଯାଳୟବୋଲଗଡ଼ ଶରତ ଚନ୍ଦ୍ର ପଣ୍ଡା, ଅବସରପ୍ରାପ୍ତ ଶିକ୍ଷାବିତ ତଥା ଭାରାପ୍ରାପ୍ତ ପ୍ରଧାନଶିକ୍ଷକ ସରକାରୀ ଉଚ୍ଚବିଦ୍ୟାଳୟଡିଙ୍ଗର ମିରରହେମତ ଅଲ୍ଲୀ,ଉପଆରକ୍ଷୀ ନୀରୀକ୍ଷକ ବେଗୁନିଆ ଜ୍ୟୋତିପ୍ରକାଶ ପଣ୍ଡା, ସ୍ୱାସ୍ଥ୍ୟକେନ୍ଦ୍ର ଡିଙ୍ଗରଡ ବିକାଶ ପଟ୍ଟନାୟକ, ଭାରା ପ୍ରାପ୍ତ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଖୋରଧା ଦିଳିପିକୁମାର ମୋଦି,ଡିଙ୍ଗର ଗ୍ରାମପଞ୍ଚାୟତ ଶ୍ରୀମତୀ ଆରତି ସାହୁ, ବିଦ୍ୟାଳୟ ପରିଚାଳନା କମିଟି ମନ୍ମଥ କୁମାର ରଥ, ପଞ୍ଚଶକ୍ଷାଶୀକ୍ଷା ସେତୁ ଶିବପ୍ରସାଦ ଦାସ, ଗୋଷ୍ଠୀ କ୍ରୀଡା ସଂପାଦକ ବେଗୁନିଆ ଶ୍ରୀନିବାସରଣସିଂହ ଯୋଗଦେଇ କ୍ରୀଡାମହତ୍ସବକୁଉଦଘାଟନ କରି ଉତ୍ସବକୁ ଆଗକୁ ବଢାଇକୃତ୍ତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରିଥିଲେ ରିପୋର୍ଟର ମାନସ ରଞ୍ଜନ କର
